Advertisment

ଓଡ଼ିଶା ମୋତେ ବାରମ୍ବାର ଟାଣି ନେଉଛି: ମୋଦି

ଭୁବନେଶ୍ୱର(ଓଡ଼ିଶାର ରିପୋର୍ଟର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୁଣି ଓଡ଼ିଶା ଗସ୍ତରେ ଆସିଛନ୍ତି। ତେବେ ଏଠାକୁ ଆସିବା ପୂର୍ବରୁ ସେ ଆଜି ସକାଳେ ଓଡ଼ିଆରେ ଏକ ଟ୍ୱିଟ୍ କରିଥିଲେ। ଏଥିରେ ସେ ଲେଖିଥିଲେ ଯେ ଓଡିଶାରେ ଏମିତି କିଛି ବିଶେଷତା ଅଛି, ଯାହା ତାଙ୍କୁ ବାରମ୍ବାର ଟାଣି ନେଉଛି। ଆଜି କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ଆୟୋଜିତ ବିଜେପିର ବିଜୟ ସଂକଳ୍ପ ସମାବେଶରେ ପ୍ରଧାନମନ୍ତ୍ରୀ ମୋଦି ଉଦ୍‌ବୋଧନ ଦେବେ। ମାର୍ଚ୍ଚ ୨୯ ତାରିଖରେ ମୋଦି କୋରାପୁଟର ଜୟପୁରରେ ବିଜୟ ସଂକଳ୍ପ […]

ଅଦ୍ୟତନ ହୋଇଛି
ଓଡ଼ିଶା ମୋତେ ବାରମ୍ବାର ଟାଣି ନେଉଛି: ମୋଦି

narendramodi

Advertisment

ଭୁବନେଶ୍ୱର(ଓଡ଼ିଶାର ରିପୋର୍ଟର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୁଣି ଓଡ଼ିଶା ଗସ୍ତରେ ଆସିଛନ୍ତି। ତେବେ ଏଠାକୁ ଆସିବା ପୂର୍ବରୁ ସେ ଆଜି ସକାଳେ ଓଡ଼ିଆରେ ଏକ ଟ୍ୱିଟ୍ କରିଥିଲେ। ଏଥିରେ ସେ ଲେଖିଥିଲେ ଯେ ଓଡିଶାରେ ଏମିତି କିଛି ବିଶେଷତା ଅଛି, ଯାହା ତାଙ୍କୁ ବାରମ୍ବାର ଟାଣି ନେଉଛି।

Advertisment

ଆଜି କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ଆୟୋଜିତ ବିଜେପିର ବିଜୟ ସଂକଳ୍ପ ସମାବେଶରେ ପ୍ରଧାନମନ୍ତ୍ରୀ ମୋଦି ଉଦ୍‌ବୋଧନ ଦେବେ।

ମାର୍ଚ୍ଚ ୨୯ ତାରିଖରେ ମୋଦି କୋରାପୁଟର ଜୟପୁରରେ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ଦଳ ପାଇଁ ପ୍ରଚାର କରିଥିଲେ।

Advertisment

ଏପ୍ରିଲ ୬ ତାରିଖରେ ମଧ୍ୟ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ସେହିଦିନ ସେ ସୁନ୍ଦରଗଡ଼ରେ ଏକ ସଭାରେ ଯୋଗ ଦେବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe