ସିଙ୍ଗାପୁର ମଉଜ ଆଗରେ ତୁଛ ପଡ଼ିଗଲା କି କର୍ତ୍ତବ୍ୟ ? | Odisha Reporter
ପ୍ରକୃତରେ ଲିଡର କିଏ? ପ୍ରକୃତରେ ବନ୍ଧୁ କିଏ? ଯିଏ ବିପଦ ଆପଦରେ ଲୋକଙ୍କ ପାଖରେ ଛିଡ଼ା ହୁଏ। ହେଲେ ଯେତେବେଳେ ସେଭଳି ନେତାଙ୍କୁ ଲୋଡ଼ା ପଡ଼ିଲା ସେତେବେଳେ ସେହି ନେତାମାନଙ୍କୁ ପାଖରେ ପାଇଲେନି ଲୋକେ। ବାହାନଗା ଦୁର୍ଘଟଣା ପରେ ମୃତାହତ ଲୋକଙ୍କ ପାଇଁ କଟକ ଏସସିବି ଓ ଭୁବନେଶ୍ୱର ଏମ୍ସରେ ଭିଡ଼ ଜମିଥିବାବେଳେ କଟକ ଓ ଭୁବନେଶ୍ୱର ମେୟର ସିଙ୍ଗାପୁରରେ ଥିଲେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
