ଏମାନେ ହିଁ ଭଗବାନ୍ | Balasore Train Accident | NDRF Team | ODRAF Team | Odisha Reporter
Advertisment
ଭଗବାନ୍ କିଏ? ଏ ପ୍ରଶ୍ନର ଉତ୍ତର ଯଦି ଏହି ଉଦ୍ଧାରକାରୀ ଟିମ୍ ବୋଲି କୁହାଯିବ ହୁଏତ କିଛି ଅତୃପ୍ତି ହେବ ନାହିଁ। ବାଲେଶ୍ୱରରେ ଟ୍ରେନ ଦୁର୍ଘଟଣାରେ ସ୍ଥାନୀୟ ଲୋକ ଦେବଦୂତ ହୋଇ ଆସି ପହଁଚିଥିଲେ। କିନ୍ତୁ ଖବର ମିଳିବାର କିଛି ସମୟ ମଧ୍ୟରେ ଆସି ଲୋକଙ୍କୁ ଉଦ୍ଧାର କରିବାଠାରୁ ନେଇ ଶେଷ ଶବ ବାହାରିବା ପର୍ଯ୍ୟନ୍ତ ନିଷ୍ଠାର ସହ ଯଦି କେହି ସେହି କର୍ମ କରୁଥାନ୍ତି ତେବ ସେ ହେଉଛନ୍ତି ଏହି ଉଦ୍ଧାରକାରୀ ଦଳ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us