Advertisment

ଏମାନଙ୍କୁ ଯେତେ ପ୍ରଶଂସା କଲେ ବି କମ ହେବ

ମାନବିକତା ଦେଖାଇଲେ ଯୁବକ। ଟ୍ରେନ ଟ୍ରାଜେଡି ପରେ ରକ୍ତ ଦାନ କରିବାକୁ ବାହାରିଲେ ସ୍ଥାନୀୟ ବ୍ୟକ୍ତି। ହସ୍ପିଟାଲରେ ଜମିଲା ଭିଡ଼। ବାଲେଶ୍ୱରଠାରୁ କଟକ ପର୍ଯ୍ୟନ୍ତ ଦେଖିବାକୁ ମିଳିଥିଲା ମାନବିକତା। ହଠାତ ଘଟଣା ଘଟିବା ପରେ ଉଦ୍ଧାର କାର୍ଯ୍ୟରେ ଲାଗିଲେ। ଆଉ କିଛି ଯୁବକ ସିଧା ହସ୍ପିଟାଲ ଯାଇ ସେଠାରେ ରକ୍ତ ଦାନ ଭଳି ମହତ କାମ କରିଛନ୍ତି। ଯାହାକୁ ନେଇ ପୂରା ରାଜ୍ୟ ସେମାନଙ୍କୁ ସାଲ୍ୟୁଟ କରୁଛି।

author-image
Debendra Prusty

Odisha Train Accident Train Tragedy Coromandel Express