Advertisment

ଏକାଠି ବଞ୍ଚିପାରିଲେନି, ଏକାଠି ମରିଗଲେ

ପ୍ରେମ କଲେ ହୁଏତ ପ୍ରତିବନ୍ଧକ ଆସେ ହେଲେ ପ୍ରେମୀ ଯୁଗଳଙ୍କ ଚରମ ନିଷ୍ପତ୍ତି ଆଜି ଉଭୟଙ୍କୁ ମୃତ୍ୟୁର ଶଯ୍ୟାରେ ଶୁଆଇଦେଲା। ପ୍ରେମିକା ମନିଷା ଭୋଇ ଆଉ ପ୍ରେମିକ ରାଜକୁମାର ବାଗ। ଉଭୟଙ୍କ ଭିତରେ ଗଢ଼ିଉଠିଥିବା ପ୍ରେମ ସଂପର୍କରେ ଏତେ ଶୀଘ୍ର ପୂର୍ଣ୍ଣଚ୍ଛେଦ ପଡ଼ିବ, କେହି କେବେ ଭାବିନଥିଲେ।

Lover's Suicide Suicide Odisha Love
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe