ଭାଙ୍ଗିଦେଲେ ଘର ଆମେ ଏବେ ଯିବୁ କୁଆଡେ ? | Odisha Reporter
Advertisment
ଝାରପଡ଼ା ଅଂଚଳରେ ଏନଫୋର୍ସମେଣ୍ଟ ବିଭାଗ ପକ୍ଷରୁ ଚଢ଼ାଉ। ନୟାପଲ୍ଲୀ ବାଉନସର କେସର ମୁଖ୍ୟ ଅପରାଧି ରାଘବ ଜେନାଙ୍କ ଘର ସହ ସାଧାରଣ ଜନତାଙ୍କ ଘରକୁ ଏନଫୋର୍ସମେଣ୍ଟ ଟିମ ଓ କମିଶନରେଟ ପୋଲିସ ସହାୟତାରେ ଭଙ୍ଗା ଚାଲିଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us