Advertisment

'ଏଇଟା ସେଇ ପ୍ଲେନ୍‌ ନୁହଁ’

ଡାକୋଟା ଫେରିଲା ଓଡ଼ିଶା।.ବହୁ ସଂଘର୍ଷ ପରେ ବିଜୁ ବାବୁଙ୍କର ଡାକୋଟା ଓଡ଼ିଶା ଫେରିଛି। ବିଜୁବାବୁ ଥିଲେ ଜଣେ ଦୁଃସାହସୀ ପାଇଲଟ।.ଯାହାଙ୍କ କଥା ଆମେ ବିଭିନ୍ନ ବହିରେ ପଢିଥାଉ। ବିଜୁ ଇଣ୍ତୋନେସିଆ ଯାଇ ସେଠାରୁ ପ୍ରଧାନମନ୍ତ୍ରୀ ସୂତନ ସାହାରିରଙ୍କୁ ଉଦ୍ଧାର କରିଥିବା କଥା କାହାରିକୁ ଅଛପା ନୁହଁ। ତାକୁ ନେଇ ଆଜି ଆମେ ଗର୍ବିତ।.ତେବେ ଏ କଣ ସେହି ବିମାନ ଯାହାକୁ ନେଇ ବିଜୁ ଯାଇଥିଲେ ଇଣ୍ତୋନେସିଆ? କେମିତି ବିଜୁବାବୁ ଉଦ୍ଧାର କରିଥିଲେ ସାହାରିରଙ୍କୁ? କଣ କହୁଛନ୍ତି ଗବେଷକ ଅନିଲ ଧୀର? ଆସନ୍ତୁ ଶୁଣିବା।

, Naveen Patnaik Dakota Indonesia Biju Patnaik
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe