Advertisment

‘ଏଇଠୁ ମିଳୁଥିଲା ମାଳ ମାଳ ନକଲି ସାର୍ଟିଫିକେଟ’

ବଲାଙ୍ଗୀରରେ ନକଲି ସାର୍ଟିଫିକେଟ ଘଟଣାକୁ ନେଇ ହଇଚଇ। ଡାକବିଭାଗ ଡୁପ୍ଲିକେଟ ଧରି ଟାଉନ ଥାନାରେ ଅଭିଯୋଗ କରିଥିଲେ। ସେତେବେଳେ ଘଟଣାକୁ ହାଲକାରେ ନେଇଥିଲା ପୋଲିସ। ଏବେ ଖବର ପ୍ରସାରଣ ପରେ ଘଟଣାକୁ ଗୁରୁତର ସହ ନେଇଛନ୍ତି ବଲାଙ୍ଗୀର ଏସ.ପି। ପୋଲିସ ବିଭାଗର ସ୍ୱତନ୍ତ୍ର ଟିମ ଘଟଣାର ଖୋଳତାଡ଼ ଆରମ୍ଭ କରିଛି। ବେଲପଡା, ପାଟଣାଗଡ଼ ଓ ବଲାଙ୍ଗୀର ଟାଉନ ଥାନାର ପୋଲିସ ଟିମ କିଛି ଯୁବକ ଯୁବତୀଙ୍କୁ ଅଟକ ରଖି ପଚାର ଉଚୁରା ଜାରୀ ରଖିଛି। ନକଲି ସାର୍ଟିଫିକେଟ ସିଣ୍ଡିକେଟର ପର୍ଦାଫାଶ କରିବା ପାଇଁ ଜୋରଦାର ଉଦ୍ୟମ କରୁଛି ପୋଲିସ।

author-image
Debendra Prusty

Odisha Odisha Education Certificates