ଏ ଘର କହୁଛି ରାଜ୍ୟରେ କେତେ ବିକାଶ ହେଉଛି ? | Odisha Reporter
Advertisment
ଭଙ୍ଗା ଦଦରା କାନ୍ଥରେ ସାହାରା ନେଇଛି ଅଧା ଉଲୁରି ପଡିଥିବା ଛିଣ୍ଡା ଚାଳ ଛପର ଛାତ। ବାର୍ଦ୍ଧକ୍ୟରେ ଯେପରି ମଣିଷର କଙ୍କାଳ ଚମ ଫୁଟେଇ ବାହାରକୁ ଦେଖା ଯାଏ ଠିକ ସେମିତି ଏଇ ଘରର ଅବସ୍ଥା। ଘରର ମାଟି ପଲସ୍ତରାରୁ ମୁଣ୍ଡ ଟେକି ବାହାରକୁ ବାହାରି ଆସିଲାଣି ସାହାରା ପାଲଟିଥିବା ଏଇ ଏକମାତ୍ର କାଠ ଗଣ୍ଡିଟି। ସତରେ ଏଇ ବୋଧହୁଏ ୨୩ ବର୍ଷିଆ ସରକାର ଦାବି କରୁଥିବା ରାଜ୍ୟବାସୀଙ୍କ ବିକାଶର ନମୁନା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us