Advertisment

ଇଏ ସେହି ଟ୍ରାକ୍, ଟ୍ରେନର ନାଁ କରମଣ୍ଡଳ

ବାହାନଗାରେ ସ୍ଥିତି ସ୍ୱଭାବିକ ହୋଇଛି। ୨ଟି ଟ୍ରାକରେ ପୁଣି ଚଳାଚଳ କରୁଛି ଟ୍ରେନ୍। ଆଉ ଯେଉଁ ଟ୍ରାକ ଦୁର୍ଘଟଣା ପରେ ରକ୍ତ ରଞ୍ଜିତ ହୋଇଥିଲା ସେହି ଟ୍ରାକରେ ପୁଣି ଗଡ଼ିଛି କରମଣ୍ଡଳ ଏକ୍ସପ୍ରେସ୍। ଏବେ ଯେଉଁମାନେ କରମଣ୍ଡଳରେ ବସିଥିବେ ସେମାନଙ୍କ ମନରେ ମଧ୍ୟ ଅନେକ ଆଶଙ୍କା ରହିଥିବ। କାରଣ ଟ୍ରେନ ଦୁର୍ଘଟଣା ଘଟିଥିବା ସ୍ଥାନରେ ଏବେ ଧୀମା ଗତିରେ ଗଡୁଛି ସମସ୍ତ ଟ୍ରେନ। ଆଉ ଦୁର୍ଘଟଣା ପରର ଚିତ୍ର ଦେଖୁଛନ୍ତି ଯାତ୍ରୀ।

author-image
Debendra Prusty

Odisha Train Accident Train Tragedy Coromandel Express