Advertisment

ସରପଞ୍ଚଙ୍କ କଥାରେ ବିଡିଓ ଚୁପ୍

୫-ଟି ସ୍କୁଲ ତିଆରି ଚାଲିଥିଲା। ସ୍କୁଲରେ ଆସବାବପତ୍ର ସହ ଉପକରଣ ନିମ୍ନ ମାନର ବ୍ୟବହାର ହୋଇଥିଲା। ଆଉ ଏହାକୁ ନେଇ ପ୍ରତିବାଦ କରିଥିଲେ ସରପଞ୍ଚ। ଏମିତିକି ବିଡିଓଙ୍କଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କୁ ମଧ୍ୟ ଜଣାଇଥିଲେ। ସମସ୍ତେ ହାତ ଉପରେ ହାତ ରଖି ଚୁପ ବସିଥିଲେ। ବିଡିଓ ମହାଶୟ କୁଆଡେ ସରପଞ୍ଚ ବାବୁଙ୍କୁ ଚୂପ ରହିବା ପାଇଁ ୧୦% କମିଶନ ଦେଇ ମୁହଁ ବନ୍ଦ କରିବାକୁ ଅଫର ଦେଇଥିଲେ।

author-image
Debendra Prusty

Odisha 5T Sarapanch