‘ପାଗ ଶୁଖିଲା ରହିବ’ | Odisha Reporter
ଭୁବନେଶ୍ୱରରେ ଚଳିତ ବର୍ଷର ସର୍ବାଧିକ ତାପମାତ୍ରା ରେକର୍ଡ। ଫେବ୍ରୁଆରୀ ସରିନି, ତାତିଲାଣି ରାଜଧାନୀ ଭୁବନେଶ୍ୱର। ରାଜ୍ୟରେ ଆରମ୍ଭ ହୋଇଗଲାଣି ଗ୍ରିଷ୍ମ ପ୍ରବାହ। ଗତକାଲି ରାଜଧାନୀର ତାପମାତ୍ରା ୩୮ ଡିଗ୍ରୀରେ ପହଞ୍ଚିଛି। ବାୟୁମଣ୍ଡଳରେ ଆର୍ଦ୍ରତା କମ୍ ଯୋଗୁଁ ଖରା ଅତ୍ୟନ୍ତ ଟାଣ ଥିଲା। ଏଣିକି କ୍ରମାଗତ ଭାବେ ରାଜଧାନୀ ଓ ରାଜ୍ୟର ତାପମାତ୍ରା ବଢ଼ି ଚାଲିବ ଓ ମାର୍ଚ୍ଚ ପହିଲାରୁ ଭୀଷଣ ଗରମ ଆରମ୍ଭ ହୋଇଯିବ। ତେବେ ଶୁଣନ୍ତୁ ପାଣିପାଗକୁ ନେଇ ଆଉ କଣ ସୂଚନା ଦେଉଛନ୍ତି ବିଶେଷଜ୍ଞ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
