ଭୁବନେଶ୍ୱରରେ ଚଳିତ ବର୍ଷର ସର୍ବାଧିକ ତାପମାତ୍ରା ରେକର୍ଡ। ଫେବ୍ରୁଆରୀ ସରିନି, ତାତିଲାଣି ରାଜଧାନୀ ଭୁବନେଶ୍ୱର। ରାଜ୍ୟରେ ଆରମ୍ଭ ହୋଇଗଲାଣି ଗ୍ରିଷ୍ମ ପ୍ରବାହ। ଗତକାଲି ରାଜଧାନୀର ତାପମାତ୍ରା ୩୮ ଡିଗ୍ରୀରେ ପହଞ୍ଚିଛି। ବାୟୁମଣ୍ଡଳରେ ଆର୍ଦ୍ରତା କମ୍ ଯୋଗୁଁ ଖରା ଅତ୍ୟନ୍ତ ଟାଣ ଥିଲା। ଏଣିକି କ୍ରମାଗତ ଭାବେ ରାଜଧାନୀ ଓ ରାଜ୍ୟର ତାପମାତ୍ରା ବଢ଼ି ଚାଲିବ ଓ ମାର୍ଚ୍ଚ ପହିଲାରୁ ଭୀଷଣ ଗରମ ଆରମ୍ଭ ହୋଇଯିବ। ତେବେ ଶୁଣନ୍ତୁ ପାଣିପାଗକୁ ନେଇ ଆଉ କଣ ସୂଚନା ଦେଉଛନ୍ତି ବିଶେଷଜ୍ଞ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଲୋନ୍ ମଞ୍ଜୁର କରିବାକୁ ଲାଞ୍ଚ ନେଇ ଧରାପଡ଼ିଲେ ଜିଲ୍ଲା ଶିଳ୍ପ କେନ୍ଦ୍ରର ଜେନେରାଲ ମ୍ୟାନେଜର
ଲାଞ୍ଚ ନେଇ ଧରାପଡ଼ିବା ପରେ ଶ୍ରୀ ଦେହୁରୀଙ୍କ ତିନିଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା।
Weather
କାଲିଠୁ କମିବ ବର୍ଷା, ଘନ କୁହୁଡ଼ି ନେଇ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
ଗତ ୨୪ ଘଣ୍ଟାରେ ରାଜ୍ୟରେ ସବୁଠୁ ଅଧିକ ବର୍ଷା ହୋଇଛି ନୟାଗଡ଼ ଜିଲ୍ଲା ରଣପୁରରେ।
Human Intrest
ଭଲ କଥା ବୁଝାଉଛି ‘ପ୍ଲାଷ୍ଟିକ ବାୟା’
ବାପି କେବଳ ପ୍ଲାଷ୍ଟିକ ଅଳିଆ ସଫା କରନ୍ତି ତାହା ନୁହେଁ, ପର୍ଯ୍ୟଟକଙ୍କୁ ପ୍ଲାଷ୍ଟିକ ଅଳିଆର ଅପକାରିତା ସମ୍ପର୍କରେ ବୁଝାନ୍ତି। ମେଳା ମହୋତ୍ସବରେ ପ୍ଲାଷ୍ଟିକଭୂତ ଭାବରେ ନିଜେ ସଜେଇ ହୋଇ ପରିବେଶ ସଚେତନତାର ବାର୍ତ୍ତା ଦିଅନ୍ତି।
Weather
ଦୁର୍ବଳ ହେଉଛି ଅବପାତ; ଖୋର୍ଦ୍ଧାରେ ସର୍ବାଧିକ ବର୍ଷା ରେକର୍ଡ
ମତ୍ସ୍ୟଜୀବୀମାନେ ସମୁଦ୍ରକୁ ନଯିବା ପାଇଁ କୁହାଯାଇଛି। ଯେଉଁମାନେ ସମୁଦ୍ରରେ ଅଛନ୍ତି କୂଳକୁ ଫେରି ଆସିବାକୁ ନିବେଦନ କରାଯାଇଛି।