Advertisment

ଆଜି ହେଉଛି ପହିଲି ରଜ

ଆଜି ହେଉଛି ପହିଲି ରଜ । ପହିଲି ରଜ ପାଇଁ ଉତ୍ସବମୁଖର ପୁରପଲ୍ଲୀ ।

author-image
Manoj Swain

ଆଜି ହେଉଛି ପହିଲି ରଜ । ପହିଲି ରଜ ପାଇଁ ଉତ୍ସବମୁଖର ପୁରପଲ୍ଲୀ । ବିଶେଷ କରି ଗାଁ ଗହଳିରେ ବହୁତ ଆନନ୍ଦ ଉତ୍ସାହର ସହିତ ରଜ ପାଳନ କରାଯାଉଛି । ଘରେ ଘରେ ରଜ ପାନ ଓ ପିଠାର ଆସର । ତେବେ କେନ୍ଦ୍ରାପଡ଼ାରେ କେମିତି ଝିଅମାନେ ପାଳୁଛନ୍ତି ରଜ ଦେଖନ୍ତୁ ।

Advertisment
Odisha Raja Festival