କଲେଜ ଛାତ୍ରୀଙ୍କୁ ଅପହରଣ ଘଟଣାରେ ୩ ଅଟକ

କେନ୍ଦୁଝର(ପ୍ରଣୟ ପାଣି): କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅଞ୍ଚଳର ଜଣେ କଲେଜ ଛାତ୍ରୀଙ୍କୁ ଅପହରଣ ଘଟଣାରେ ପୁଲିସ୍ ୩ ଜଣ ଯୁବକଙ୍କୁ ଅଟକ ରଖିଛି।  ଏଥିସହ ଏକ କାର୍‌ ଜବତ କରିଛି। ସୂଚନା ଅନୁସାରେ, ଗତକାଲି ଛାତ୍ରୀ ଜଣକ ସାଇକେଲ ଯୋଗେ କଲେଜରୁ ଘରକୁ ଫେରୁଥିବା ବେଳେ ୪ ଜଣ ଦୁର୍ବୃତ୍ତ ତାଙ୍କୁ ଉଠାଇ ନେଇଥିଲେ। ଏହି ସମୟରେ ଛାତ୍ରୀଙ୍କ ଜଣକ ଚିତ୍କାର କରିଥିଲା । ଯାହାକୁ ଶୁଣି ସେଠାରେ ଥିବା ଜଣେ ବ୍ୟକ୍ତି ପୁଲିସକୁ ଖବର […]

kjr

kjr

Jyoshna Pradhan
  • Published: Friday, 28 February 2020
  • Updated: 28 February 2020, 01:46 PM IST

Sports

Latest News

କେନ୍ଦୁଝର(ପ୍ରଣୟ ପାଣି): କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅଞ୍ଚଳର ଜଣେ କଲେଜ ଛାତ୍ରୀଙ୍କୁ ଅପହରଣ ଘଟଣାରେ ପୁଲିସ୍ ୩ ଜଣ ଯୁବକଙ୍କୁ ଅଟକ ରଖିଛି।  ଏଥିସହ ଏକ କାର୍‌ ଜବତ କରିଛି।

ସୂଚନା ଅନୁସାରେ, ଗତକାଲି ଛାତ୍ରୀ ଜଣକ ସାଇକେଲ ଯୋଗେ କଲେଜରୁ ଘରକୁ ଫେରୁଥିବା ବେଳେ ୪ ଜଣ ଦୁର୍ବୃତ୍ତ ତାଙ୍କୁ ଉଠାଇ ନେଇଥିଲେ। ଏହି ସମୟରେ ଛାତ୍ରୀଙ୍କ ଜଣକ ଚିତ୍କାର କରିଥିଲା । ଯାହାକୁ ଶୁଣି ସେଠାରେ ଥିବା ଜଣେ ବ୍ୟକ୍ତି ପୁଲିସକୁ ଖବର ଦେଇଥିଲେ । ଏହାପରେ ତୁରୁମୁଙ୍ଗା ପୁଲିସ ବିଭିନ୍ନ ରାସ୍ତାକୁ ସିଲ୍‌ କରି ଖୋଜା ଖୋଜି କରିଥିଲା । ତେବେ ଘଟଗାଁ ଥାନା ଅଞ୍ଚଳରୁ ଛାତ୍ରୀଙ୍କୁ ଅପହରଣ କରି ନିଆଯାଇଥିବା ଗାଡ଼ିକୁ ପୁଲିସ୍ ଠାବ କରିଛି। ଏଥିସହ ଏହି ଘଟଣାରେ ସଂପୃକ୍ତ ଥିବା ୩ ଜଣଙ୍କୁ ପୁଲିସ୍‌ ଅଟକ ରଖି ପଚରାଉଚୁରା କରୁଛି। ହେଲେ ବର୍ତ୍ତମାନ ଯାଏ ଅପହୃତ ଯୁବତୀ ଓ ଜଣେ ଯୁବକର ପତ୍ତା ମିଳିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story