ଦୁଇଟି ଦୁର୍ଘଟଣାରେ ଚାଲିଗଲା ୩ ଜୀବନ

କେନ୍ଦୁଝର (ପ୍ରଣୟ ପାଣି): କେନ୍ଦୁଝରରେ ଦୁଇଟି ପୃଥକ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ସଦର ଥାନା ଜଡ଼ି ଚାତର ଗାଁରେ ଏକ ବାଇକ୍ ଦୁର୍ଘଟଣା ଗ୍ରସ୍ତ ହେବାରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନେ ଶଙ୍କିରି ଗାଁର। ସେମାନେ ବାଇକ୍‌ରେ ଘରକୁ ଫେରିବା ବେଳେ ଏନ୍ଏଚ୍-୨୦ରେ ଦୁର୍ଘଟଣାର ଶିକାର ହୋଇଥିଲେ।

deadସେହିପରି ଅଞ୍ଜ ନିକଟରେ ଏକ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଛି। ଏଠାରେ ରାସ୍ତା କଡ଼କୁ ଏକ ଟ୍ରଲର୍ ଓଲଟି ପଡ଼ିଛି।

ଆହୁରି ପଢ଼ନ୍ତୁ

ବିଜେଡି ଓ ବିଜେପି କାର୍ଯ୍ୟାଳୟରେ ସ୍ୱାଧୀନତା ଦିବସ ପାଳିତ: କୋଭିଡ୍ ନିୟମକୁ ଅଣଦେଖା

ଅର୍ଥ ପାଇଁ ରାଜ୍ୟର କେହି ଜଣେ ବି ରୋଗୀ ଚିକିତ୍ସାରୁ ବଞ୍ଚିତ ହେବେନି: ମୁଖ୍ୟମନ୍ତ୍ରୀ

ଘରକୁ ଫେରୁଥିବା ବେଳେ ପିଟିଦେଲା ପିକ୍‌ଅପ୍‌ ଭ୍ୟାନ୍‌

ବର୍ଷା କଲା ବେହାଲ; ଭୁଶୁଡ଼ିଲା ପୋଲ, ଭାଙ୍ଗିଗଲା ଘର

ଲଗାଣ ବର୍ଷାରେ ବେହାଲ ଭଦ୍ରକ; ଭୁଶୁଡ଼ିଲା ୮ ଘର

ଏସ୍‌ବିଆଇ ଖୋଲିଲା ୨ ନୂଆ ଶାଖା ସହ ୨୮ ଡିଷ୍ଟିକ୍ଟ ସେଲ୍ସ ହବ୍

ଖଟିଆରେ ବୁହା ହେଲେ ରୋଗୀ, ଆମ୍ବୁଲାନ୍ସରେ ଗଲା ଜୀବନ

ଉଛୁଳା ନଦୀକୁ ଖସି ପଡ଼ିଲା ଟ୍ରକ୍‌

‘ରାଜ୍ୟରେ ଦିନକରେ ହେଲା ୪୭ ହଜାରରୁ ଊର୍ଦ୍ଧ୍ୱ କରୋନା ଟେଷ୍ଟ’

ମାଇକ୍ରୋସଫ୍ଟ ଟ୍ରାନ୍ସଲେଟରରେ ସ୍ଥାନ ପାଇଲା ଓଡ଼ିଆ

କରୋନା କଟକଣା; ମାତ୍ର ୧୦ ଜଣଙ୍କ ଉପସ୍ଥିତିରେ ପାଳିତ ହେବ ସ୍ୱାଧୀନତା ଦିବସ

ରାସ୍ତା ଉପରେ ଲହଡ଼ି ମାରୁଛି ୩ ଫୁଟର ପାଣି