ଦୁଇଟି ଦୁର୍ଘଟଣାରେ ଚାଲିଗଲା ୩ ଜୀବନ

କେନ୍ଦୁଝର (ପ୍ରଣୟ ପାଣି): କେନ୍ଦୁଝରରେ ଦୁଇଟି ପୃଥକ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ସଦର ଥାନା ଜଡ଼ି ଚାତର ଗାଁରେ ଏକ ବାଇକ୍ ଦୁର୍ଘଟଣା ଗ୍ରସ୍ତ ହେବାରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନେ ଶଙ୍କିରି ଗାଁର। ସେମାନେ ବାଇକ୍‌ରେ ଘରକୁ ଫେରିବା ବେଳେ ଏନ୍ଏଚ୍-୨୦ରେ ଦୁର୍ଘଟଣାର ଶିକାର ହୋଇଥିଲେ। ସେହିପରି ଅଞ୍ଜ ନିକଟରେ ଏକ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଛି। ଏଠାରେ ରାସ୍ତା କଡ଼କୁ ଏକ ଟ୍ରଲର୍ ଓଲଟି ପଡ଼ିଛି।

hospital

hospital

Rakesh Mallick
  • Published: Friday, 19 October 2018
  • Updated: 19 October 2018, 08:32 AM IST

Sports

Latest News

କେନ୍ଦୁଝର (ପ୍ରଣୟ ପାଣି): କେନ୍ଦୁଝରରେ ଦୁଇଟି ପୃଥକ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ସଦର ଥାନା ଜଡ଼ି ଚାତର ଗାଁରେ ଏକ ବାଇକ୍ ଦୁର୍ଘଟଣା ଗ୍ରସ୍ତ ହେବାରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନେ ଶଙ୍କିରି ଗାଁର। ସେମାନେ ବାଇକ୍‌ରେ ଘରକୁ ଫେରିବା ବେଳେ ଏନ୍ଏଚ୍-୨୦ରେ ଦୁର୍ଘଟଣାର ଶିକାର ହୋଇଥିଲେ।

deadସେହିପରି ଅଞ୍ଜ ନିକଟରେ ଏକ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଛି। ଏଠାରେ ରାସ୍ତା କଡ଼କୁ ଏକ ଟ୍ରଲର୍ ଓଲଟି ପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story