Advertisment

ଶୁଦ୍ଧିକ୍ରିୟାରୁ ଶେଷ ଯାତ୍ରା: ବାଇକ୍ ଉପରେ ମାଡ଼ିଗଲା ଟ୍ରକ୍; ୩ ମୃତ

ବାରିପଦା(ମାଣିକ ଲାଲ ପାଣି): ମୟୂରଭଞ୍ଜ ଜିଲ୍ଲାର ୧୮ ନମ୍ବର ଜାତୀୟ ରାଜପଥର ଦାନ୍ତିଆମୁହାଁ ଛକରେ ବାଇକ୍‌ ଉପରେ ଏକ ଟ୍ରକ୍ ମାଡ଼ି ଯାଇଛି। ଏଥିରେ ତିନି ଜଣ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ଧନ ସି, ଗାଲ ସି ଓ ମଙ୍ଗ ସି।  ସମସ୍ତଙ୍କ ଘର ବେତନଟୀ ଥାନା ରଙ୍ଗପାଣି ଗାଁର ବୋଲି ଜଣାପଡ଼ିଛି । ଘଟଣାସ୍ଥଳରୁ ଟ୍ରକ୍‌ ଡ୍ରାଇଭର ଫେରାର ହୋଇଯାଇଛି। ଗତକାଲି ସନ୍ଧ୍ୟା ପ୍ରାୟ ୬ଟା୪୫ ମିନିଟ୍‌ରେ ଏହି ଦୁର୍ଘଟଣା ଘଟିଥିଲା। […]

ଅଦ୍ୟତନ ହୋଇଛି
ଶୁଦ୍ଧିକ୍ରିୟାରୁ ଶେଷ ଯାତ୍ରା: ବାଇକ୍ ଉପରେ ମାଡ଼ିଗଲା ଟ୍ରକ୍; ୩ ମୃତ

ttttttt000

Advertisment

ବାରିପଦା(ମାଣିକ ଲାଲ ପାଣି): ମୟୂରଭଞ୍ଜ ଜିଲ୍ଲାର ୧୮ ନମ୍ବର ଜାତୀୟ ରାଜପଥର ଦାନ୍ତିଆମୁହାଁ ଛକରେ ବାଇକ୍‌ ଉପରେ ଏକ ଟ୍ରକ୍ ମାଡ଼ି ଯାଇଛି। ଏଥିରେ ତିନି ଜଣ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ଧନ ସି, ଗାଲ ସି ଓ ମଙ୍ଗ ସି।  ସମସ୍ତଙ୍କ ଘର ବେତନଟୀ ଥାନା ରଙ୍ଗପାଣି ଗାଁର ବୋଲି ଜଣାପଡ଼ିଛି । ଘଟଣାସ୍ଥଳରୁ ଟ୍ରକ୍‌ ଡ୍ରାଇଭର ଫେରାର ହୋଇଯାଇଛି।

Advertisment

ଗତକାଲି ସନ୍ଧ୍ୟା ପ୍ରାୟ ୬ଟା୪୫ ମିନିଟ୍‌ରେ ଏହି ଦୁର୍ଘଟଣା ଘଟିଥିଲା। ସମ୍ପୃକ୍ତ

ତିନି ଜଣ ବାଇକ୍ ଯୋଗେ ସମ୍ପକୀୟଙ୍କ ଶୁଦ୍ଧିକ୍ରିୟାରେ ଯୋଗ ଦେବାପାଇଁ ଯାଉଥିଲେ। ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ଟି ଏକ ଠିକା କମ୍ପାନୀ କାମରେ ନିୟୋଜିତ ଥିଲା।

ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ପୁଲିସ୍ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe