STF କବଜାରେ ବାଘ ଛାଲ ବେପାରୀ। ୩ କଲରାପତରିଆ ବାଘ ଛାଲ ଜବତ ସହ ଜଣେ ଅଭିଯୁକ୍ତକୁ ଗିରଫ କରିଛି ଏସଟିଏଫ। ରାୟଗଡ଼ା-କୋରାପୁଟ ୩୨୬ ଜାତୀୟ ରାଜପଥର ଶିରିଗୁଡ଼ା ସ୍ୱର୍ଗଧାମ ଛକ ନିକଟରୁ ବାଘ ଛାଲ ଜବତ ହୋଇଛି। ଏହି ମାମଲାରେ ଡମ୍ବରୁଧର ମାଝୀକୁ ଗିରଫ କରିଛି ଏସ୍ଟିଏଫ। ଗିରଫ ଅଭିଯୁକ୍ତର ଘର ରାୟଗଡା ଟିକିରି ଥାନା ଅଞ୍ଚଳରେ।
Also Read
ବିଶେଷ ସୂତ୍ରରୁ ଖବରପାଇ ଏସଟିଏଫ ସ୍ୱର୍ଗଧାମ ଛକରେ ରେଡ୍ କରି ଅଭିଯୁକ୍ତ ଡମ୍ବୁରଧରକୁ ଧରିଥିଲା। ତା’ଠାରୁ ବାଘ ଛାଲ ଜବତ କରିଛି। ଆଉ ଜଣେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ୨୦୨୦ରୁ ଏପର୍ଯ୍ୟନ୍ତ ମୋଟ ୪୦ଟି କଲରାପତରିଆ ବାଘଛାଲ ଜବତ ହୋଇଥିବା ସୂଚନା ଦେଇଛି ଏସଟିଏଫ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Sambalpur
ଜମୁଛି ଶୀତଳ ଷଷ୍ଠୀ, ୪୪ ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ
ସହରରେ ୪୪ ପ୍ଲାଟୁନ ଫୋର୍ସ ମୁତୟନ ସହ ସନ୍ଦିଗ୍ଧଙ୍କ ଉପରେ ନଜର ରଖିବା ଲାଗି ଅନେକ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯାଇଛି। ବୁଧବାର ୪୧ ଜଣ ଅଟକ ହୋଇଥିଲେ।
Odisha
ମିଲେଟସ ଏବେ ITC ହୋଟେଲ ମେନ୍ୟୁର ଅବିଚ୍ଛେଦ୍ୟ ଅଙ୍ଗ
ଆଇଟିସି ହୋଟେଲଗୁଡ଼ିକ ଦାୟିତ୍ୱବୋଧତା, ବିଳାସପୂର୍ଣ୍ଣ ନୈତିକତା, ଖାଦ୍ୟ ନିରାପତ୍ତା ଓ ସ୍ୱଚ୍ଛତାର ସର୍ବୋଚ୍ଚ ମାନଦଣ୍ଡକୁ ପାଳନ କରୁଥିବାବେଳେ ଅଭିନବ,ଐତିହ୍ୟ ଓ ପାରମ୍ପାରିକ ରୋଷେଇ ଘର ସୃଷ୍ଟି ପାଇଁ ଶୃଙ୍ଖଳାର ପ୍ରତିବଦ୍ଧତାକୁ ସୂଚିତ କରିଛି।
Bollywood
୬୦ ବର୍ଷ ବୟସରେ ବିବାହ କଲେ ଅଭିନେତା ଆଶିଷ ବିଦ୍ୟାର୍ଥୀ
ଜାତୀୟ ଫିଲ୍ମ ପୁରସ୍କାର ଜିତିଥିବା ଆଶିଷ ପୂର୍ବରୁ ରାଜୋଶି ବରୁଆଙ୍କୁ ବିବାହ କରିଥିଲେ।
National
ଆଖି ବୁଜିଲେ ଆଉ ଦୁଇ ଚିତା ଶାବକ
ଜାତୀୟ ଉଦ୍ୟାନରେ ୪ଟି ଚିତା ଜନ୍ମ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଦିନ ଭିତରେ ୩ଟିର ମୃତ୍ୟୁ ହୋଇ ସାରିଲାଣି। ଚିତା ବାଘଙ୍କ ବଂଶବୃଦ୍ଧି ପାଇଁ କେନ୍ଦ୍ର ସରକାର କେତେ କ’ଣ କରୁଥିବା ବେଳେ ଏପରି ଘଟଣା ସେସବୁ ପ୍ରତି ଶକ୍ତ ଝଟକା ସଦୃଶ ହୋଇଛି।