Advertisment

ଟିକିଏ ଭୁଲ୍ ପରିବାର ଉଜାଡ଼ିଦେଲା

କିଛି ମାସ ତଳେ ନୂଆ ଅତିଥିର ଆଗମନରେ ଖୁସିରେ ଫାଟି ପଡୁଥିବା ଅଗଣାଟା ଯେ କାନ୍ଦବୋବାଳିରେ ଫାଟିଉଠିବ କିଏ ବା ଅନୁମାନ କରିଥିବ? ଏଇ କେଇ ମୁହୂର୍ତ୍ତ ତଳର କଥା ଭଲ ପୋଷାକ ପିନ୍ଧି ଦେହରେ ଅତର ଲଗାଇ ବେଶ ଖୁସିରେ ପରିବାର ସହ ବାହାରି ପଡ଼ିଥିଲେ ସରୋଜ। ବାଇକରେ ପତ୍ନୀ କରିଶ୍ମାଙ୍କ ସହ ୩ ବର୍ଷର ଝିଅ ଓ ୧୫ ମାସର ପୁଅ ଥିଲେ। ପାଖ ଗାଁରେ ଥିବା ବାହାଘରରେ ସାମିଲ ହେଲେ। ଖୁସିବାସି ସାରି ଘରକୁ ଫେରିବା ବେଳେ ବାଇକ ସହ ମୁହାଁମୁହିଁ ବାଡେଇ ହେଲା ବସ୍। ଯାହା ଫଳରେ ଘଟଣାସ୍ଥଳରେ ହିଁ ସରୋଜଙ୍କର ମୃତ୍ୟୁ ଘଟିଲା।

Accident Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe