୩ ନିଜାମୁଦ୍ଦିନ ଫେରନ୍ତା କରୋନା ପଜିଟିଭ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଗତକାଲି ଗୋଟିଏ ଦିନରେ ୧୫ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କର ନିଜାମୁଦ୍ଦିନ ଲିଙ୍କ୍ ରହିଛି। ଅର୍ଥାତ୍ ସେମାନେ ନିଜାମୁଦ୍ଦିନ ଧର୍ମସଭାକୁ ଯାଇଥିଲେ। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏ ନେଇ ଟ୍ୱିଟ୍ କରାଯାଇଛି। ଏହି ଟ୍ୱିଟ୍‌ରେ କୁହାଯାଇଛି ଯେ ରାଜ୍ୟକୁ ନିଜାମୁଦ୍ଦିନ୍‌ରୁ ଫେରିଥିବା ଲୋକଙ୍କ ମଧ୍ୟରୁ ଏଯାବତ ୨୮ ଜଣ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ନମୁନା ପରୀକ୍ଷା କରାଯାଇଛି। […]

corona

corona

Jitendra Garnayak
  • Published: Saturday, 04 April 2020
  • Updated: 04 April 2020, 09:03 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଗତକାଲି ଗୋଟିଏ ଦିନରେ ୧୫ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କର ନିଜାମୁଦ୍ଦିନ ଲିଙ୍କ୍ ରହିଛି। ଅର୍ଥାତ୍ ସେମାନେ ନିଜାମୁଦ୍ଦିନ ଧର୍ମସଭାକୁ ଯାଇଥିଲେ। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏ ନେଇ ଟ୍ୱିଟ୍ କରାଯାଇଛି।

ଏହି ଟ୍ୱିଟ୍‌ରେ କୁହାଯାଇଛି ଯେ ରାଜ୍ୟକୁ ନିଜାମୁଦ୍ଦିନ୍‌ରୁ ଫେରିଥିବା ଲୋକଙ୍କ ମଧ୍ୟରୁ ଏଯାବତ ୨୮ ଜଣ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ନମୁନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୩ଟି ପିଜିଟିଭ୍ ଆସିଛି। କଟକ, ପୁରୀ ଏବଂ ଯାଜପୁରର ଜଣେ ଲେଖାଏ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ସେମାନେ ସମସ୍ତେ ନିଜାମୁଦ୍ଦିନରୁ ଫେରିଥିଲେ।

ଅନ୍ୟପକ୍ଷରେ ରାଜ୍ୟରୁ ପ୍ରକୃତରେ କେତେ ଲୋକ ନିଜାମୁଦ୍ଦିନ ଧର୍ମସଭାରେ ଯୋଗ ଦେଇଥିଲେ, ତାହା ସ୍ପଷ୍ଟ ହୋଇ ନଥିବା ବେଳେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ କରାଯାଇ ସେହି ବ୍ୟକ୍ତମାନେ ନିଜଆଡ଼ୁ ସାମ୍ନାକୁ ଆସିବା ଉଚିତ୍ ବୋଲି କୁହାଯାଇଛି।

ଏହି ଟ୍ୱିଟ୍‌ରେ କୁହାଯାଇଛି, ନିଜାମୁଦ୍ଦିନ୍ ଲିଙ୍କ୍ ଥିବା ସମସ୍ତ ବ୍ୟକ୍ତି ନିଜଆଡ଼ୁ ୧୦୪କୁ ଫୋନ୍ କରି ସେମାନଙ୍କ ସଂପର୍କରେ ତଥ୍ୟ ଦିଅନ୍ତୁ। ଏଥିରେ ଡରିବାର କିଛି ଆବଶ୍ୟକତା ନାହିଁ କି ଲୁଚନ୍ତୁ ନାହିଁ।

ସେହିପରି ଏହିଭଳି ବ୍ୟକ୍ତିଙ୍କ ସଂପର୍କରେ ଯଦି କାହା ପାଖରେ ସୂଚନା ରହିଛି, ତା’ହେଲେ ୧୦୪କୁ ଫୋନ୍ କରି ଖବର ଦେବାକୁ ସ୍ୱାସ୍ଥ୍ୟ ବିଭାଗ ତା’ଟ୍ୱିଟ୍‌ରେ କହିଛି।

ସୂଚନାଯୋଗ୍ୟ, ରାଜ୍ୟରେ ଏଯାବତ୍ ୨୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରଥମ ଓ ଦ୍ୱିତୀୟ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଯାଇଛନ୍ତି। ଅନ୍ୟପକ୍ଷରେ ଭୁବନେଶ୍ୱରରେ ପଞ୍ଚମ ପଜିଟିଭ୍ ରିପୋର୍ଟ ଆସିବା ପରେ ଗତକାଲି ସରକାର ପୂରା ରାଜଧାନୀକୁ ୪୮ ଘଣ୍ଟା ପାଇଁ ଶଟ୍ ଡାଉନ୍ କରି ଦେଇଛନ୍ତି। ଏହା ଗତକାଲି ରାତି ୮ଟାରୁ ଆରମ୍ଭ ହୋଇଥିବା ବେଳେ ରବିବାର ରାତି ୮ଟାରେ ଶେଷ ହେବ। ସେହିପରି ଭଦ୍ରକ ଓ କଟକରେ ମଧ୍ୟ ୪୮ ଘଣ୍ଟା ଶଟ୍ ଡାଉନ୍ ଲାଗୁ କରାଯାଇଛି। କଟକରୁ ଜଣେ କରୋନା ରୋଗୀ ଥିବା ବେଳେ ଭଦ୍ରକୁ ୩ ଜଣ ଚିହ୍ନଟ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story