ନିର୍ବାଚନ ଦାୟିତ୍ୱରେ ଅବହେଳା କରି ୩ ଶିକ୍ଷକ ନିଲମ୍ବିତ

ଯାଜପୁର (ଗୁଲାମ୍‌ ଗସ୍‌): ନିର୍ବାଚନ ଦାୟିତ୍ୱରେ ଅବହେଳା ପାଇଁ ଯାଜପୁର ଜିଲ୍ଲାରେ ଦୁଇ ଜଣ ଅଧ୍ୟାପକଙ୍କ ସହ ଜଣେ ଶିକ୍ଷକଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି। ସେମାନେ ହେଲେ ଜାନକୀ ମଧୁସୁଦନ ମହାବିଦ୍ୟାଳୟର ଅଧ୍ୟାପକ ହରେକୃଷ୍ଣ ଦାସ, ବ୍ରହ୍ମବରଦା ଜୁନିୟର କଲେଜର ଅଧ୍ୟାପକ କୁଳମଣି ସାହୁ ଓ କୋରାଇ ବ୍ଲକ୍‌ ଅଞ୍ଚଳର ସରକାରୀ ଶିକ୍ଷକ ଜହିରୁଦ୍ଦିନ୍ ଖାଁ। ଅନ୍ୟ ଜଣେ ଶିକ୍ଷକଙ୍କ ନାଁରେ ଅନୁରୂପ ଅଭିଯୋଗ ଥିଲେ ମଧ୍ୟ ସେ ନିଜର ଅସୁସ୍ଥତା କାରଣ ଦର୍ଶାଇବାରୁ ତାଙ୍କୁ ଏହି […]

election

election

Rakesh Mallick
  • Published: Sunday, 17 February 2019
  • Updated: 17 February 2019, 05:37 PM IST

Sports

Latest News

ଯାଜପୁର (ଗୁଲାମ୍‌ ଗସ୍‌): ନିର୍ବାଚନ ଦାୟିତ୍ୱରେ ଅବହେଳା ପାଇଁ ଯାଜପୁର ଜିଲ୍ଲାରେ ଦୁଇ ଜଣ ଅଧ୍ୟାପକଙ୍କ ସହ ଜଣେ ଶିକ୍ଷକଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି। ସେମାନେ ହେଲେ ଜାନକୀ ମଧୁସୁଦନ ମହାବିଦ୍ୟାଳୟର ଅଧ୍ୟାପକ ହରେକୃଷ୍ଣ ଦାସ, ବ୍ରହ୍ମବରଦା ଜୁନିୟର କଲେଜର ଅଧ୍ୟାପକ କୁଳମଣି ସାହୁ ଓ କୋରାଇ ବ୍ଲକ୍‌ ଅଞ୍ଚଳର ସରକାରୀ ଶିକ୍ଷକ ଜହିରୁଦ୍ଦିନ୍ ଖାଁ। ଅନ୍ୟ ଜଣେ ଶିକ୍ଷକଙ୍କ ନାଁରେ ଅନୁରୂପ ଅଭିଯୋଗ ଥିଲେ ମଧ୍ୟ ସେ ନିଜର ଅସୁସ୍ଥତା କାରଣ ଦର୍ଶାଇବାରୁ ତାଙ୍କୁ ଏହି ଦଣ୍ଡାଦେଶରୁ ବାଦ୍ ଦିଆଯାଇଛି।

ସୂଚନା ଅନୁସାରେ ଯାଜପୁରର ୭ଟି ବିଧାନସଭା ଓ ଗୋଟିଏ ଲୋକସଭା ଆସନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ବାଚନୀ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ ଜିଲ୍ଲାପାଳଙ୍କ ତତ୍ତ୍ୱାବଧାନରେ ୫ଟି ସ୍ଥାନରେ ପ୍ରିଜାଇଡିଂ ଓ ଫାଷ୍ଟ ପୋଲିଂ ଅଫିସରଙ୍କୁ ନିର୍ବାଚନ ପରିଚାଳନା ଓ ଇଭିଏମ୍ ମେସିନ୍ ସମ୍ବନ୍ଧୀୟ ପ୍ରଶିକ୍ଷଣ ଦିଆଯାଉଛି। ତେବେ ଏହି ଶିବିରରେ ଅନେକ ଅଧିକାରୀ ଯୋଗ ଦେଇନଥିଲେ। ପରେ ନୋଟିସ୍ ଦିଆଯିବା ପରେ ଶିବିରରେ ଅନେକ ଯୋଗ ଦେଇଥିଲେ। ତେବେ ଏହି ୪ଜଣ ଅଧିକାରୀ କୌଣସି ଉତ୍ତର ଦେଇ ନଥିଲେ ବୋଲି ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ କହିଛନ୍ତି।

ନିର୍ବାଚନ କାର୍ଯ୍ୟରେ ଅବହେଳା କଲେ ଆଗକୁ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story