/odisha-reporter/media/post_attachments/uploads/2020/05/bbsr-1222.jpg)
bbsr
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଭୋରରୁ ଭୁବନେଶ୍ୱର ସହ ଏହାର ଆଖପାଖ ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ହୋଇଛି। ଜୋରରେ ପବନ ବହିବାରୁ କିଛି ସ୍ଥାନରେ ଗଛ ଉପୁଡ଼ି ପଡ଼ିଥିବା ମଧ୍ୟ ସୂଚନା ମିଳିଛି।
Advertisment
ଭୋର ୩ଟା୩୦ରୁ ପ୍ରବଳ ବେଗରେ ପବନ ବହିବା ସହ ଘଡ଼ଘଡ଼ି ମାରିଥିଲା। ଏଥିସହ ବର୍ଷା ହୋଇଥିଲା। ପ୍ରାୟ ଦେଢ଼ ଘଣ୍ଟା ଧରି ବର୍ଷା ଲାଗି ରହିଥିଲା। ପ୍ରବଳ ବର୍ଷା ଫଳରେ କଟକ ରୋଡ୍ ଅଞ୍ଚଳରେ ଗଛ ଉପୁଡ଼ି ପଡ଼ି ଯାତାୟତ ବାଧାପ୍ରାପ୍ତ ହୋଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
