Advertisment

ଏହିସବୁ ସ୍ଥାନରେ ହୋଇପାରେ ବଜ୍ରପାତ; ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ରାଜ୍ୟର କିଛି ସ୍ଥାନରେ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସେହି ସ୍ଥାନଗୁଡ଼ିକ ହେଲା ଚରୁଆଁ, କରଞ୍ଜିଆ, ଶୁକ୍ରୁଳି, କୁସୁମୀ, ପାଟଣା, ଚମ୍ପୁଆ, କେନ୍ଦୁଝର, ଝୁମ୍ପୁରା, ସାହାରପଡ଼ା, ଯଶୀପୁର, କବିସୂର୍ଯ୍ୟନଗର, ଆସ୍କା, ସାନଖେମୁଣ୍ଡି, ଧରାକୋଟ, ସୋରଡ଼ା, ମୋହନା, ଦିଗପହଣ୍ଡି, ସାନଖେମୁଣ୍ଡି, ଶେରଗଡ଼, କବିସୂର୍ଯ୍ୟନଗର, ଆସ୍କା, ସାନଖେମୁଣ୍ଡି, ଧରାକୋଟ, ସୋରଡ଼ା, ମୋହନା, ଦିଗପହଣ୍ଡି, ସାନଖେମୁଣ୍ଡି ଓ ଶେରଗଡ଼।

author-image
Tapaswini Nayak
ଅଦ୍ୟତନ ହୋଇଛି
ଏହିସବୁ ସ୍ଥାନରେ ହୋଇପାରେ ବଜ୍ରପାତ; ସତର୍କ କଲା ପାଣିପାଗ ବିଭାଗ

lighting-12-1-1

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ରାଜ୍ୟର କିଛି ସ୍ଥାନରେ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

Advertisment

ସେହି ସ୍ଥାନଗୁଡ଼ିକ ହେଲା ଚରୁଆଁ, କରଞ୍ଜିଆ, ଶୁକ୍ରୁଳି, କୁସୁମୀ, ପାଟଣା, ଚମ୍ପୁଆ, କେନ୍ଦୁଝର, ଝୁମ୍ପୁରା, ସାହାରପଡ଼ା, ଯଶୀପୁର, କବିସୂର୍ଯ୍ୟନଗର, ଆସ୍କା, ସାନଖେମୁଣ୍ଡି, ଧରାକୋଟ, ସୋରଡ଼ା, ମୋହନା, ଦିଗପହଣ୍ଡି, ସାନଖେମୁଣ୍ଡି, ଶେରଗଡ଼, କବିସୂର୍ଯ୍ୟନଗର, ଆସ୍କା, ସାନଖେମୁଣ୍ଡି, ଧରାକୋଟ, ସୋରଡ଼ା, ମୋହନା, ଦିଗପହଣ୍ଡି, ସାନଖେମୁଣ୍ଡି ଓ ଶେରଗଡ଼।