ଟ୍ରାଫିକ୍ ଧରପଗଡ଼ ; ସାବାଡ଼ ହେବେ ଅମାନିଆ ଡ୍ରାଇଭର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ସେପ୍ଟେମ୍ବର ପହିଲାରୁ ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ଏବେ ରାଜ୍ୟରେ ଜୋରସୋରରେ ଚାଲିଛି ଟ୍ରାଫିକ୍ ଧରପଗଡ଼। କମିଶନରେଟ ପୁଲିସ୍‌ ପକ୍ଷରୁ ଭୁବନେଶ୍ୱରରେ ଟ୍ରାଫିକ ନିୟମ କଡ଼ାକଡ଼ି କରାଯାଇଛି । ଫଳରେ ଅମାନିଆ ଗାଡ଼ି ଚାଳକ ଏବେ ଗଣୁଛନ୍ତି ମୋଟା ଅଙ୍କର ଫାଇନ । ପୂର୍ବରୁ ଥିବା ଜରିମାନାକୁ ଏବେ ୧୦ ଗୁଣ ବଢାଇ ଦିଆଯାଇଛି । ସରକାରୀ, ବେସରକାର ଗାଡ଼ି କେହି ବି ଟ୍ରାଫିକ୍‌ ନିୟମ ଖିଲାପ କରି ବର୍ତ୍ତି […]

traffic-3..

traffic-3..

Niharika Rout
  • Published: Thursday, 05 September 2019
  • Updated: 05 September 2019, 01:58 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ସେପ୍ଟେମ୍ବର ପହିଲାରୁ ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ଏବେ ରାଜ୍ୟରେ ଜୋରସୋରରେ ଚାଲିଛି ଟ୍ରାଫିକ୍ ଧରପଗଡ଼। କମିଶନରେଟ ପୁଲିସ୍‌ ପକ୍ଷରୁ ଭୁବନେଶ୍ୱରରେ ଟ୍ରାଫିକ ନିୟମ କଡ଼ାକଡ଼ି କରାଯାଇଛି । ଫଳରେ ଅମାନିଆ ଗାଡ଼ି ଚାଳକ ଏବେ ଗଣୁଛନ୍ତି ମୋଟା ଅଙ୍କର ଫାଇନ । ପୂର୍ବରୁ ଥିବା ଜରିମାନାକୁ ଏବେ ୧୦ ଗୁଣ ବଢାଇ ଦିଆଯାଇଛି । ସରକାରୀ, ବେସରକାର ଗାଡ଼ି କେହି ବି ଟ୍ରାଫିକ୍‌ ନିୟମ ଖିଲାପ କରି ବର୍ତ୍ତି ପାରୁ ନାହାନ୍ତି।

ଗତବର୍ଷ ସଡ଼କ ଦୁର୍ଘଟଣାରେ ରାଜ୍ୟରେ ୫ହଜାର ୩୧୫ ଜଣଙ୍କ ମୃତ୍ୟୁ ହୋଇଥିଲା। ସେହିପରି ରାଜ୍ୟରେ ୨୦୧୭ରେ ମୃତ୍ୟ ସଂଖ୍ୟା ୪ ହଜାର ୭୯୦ ରହିଥିଲା । ଚଳିତବର୍ଷ ଜାନୁୟାରୀରୁ ମେ ମଧ୍ୟରେ ୨ ହଜାର ୫ଶହ ୩୨ ଜଣଙ୍କ ମୃତ୍ୟୁ ହୋଇଛି,  ଯାହାକି ପୂର୍ବାପେକ୍ଷା ୧୩ ପ୍ରତିଶତ ଅଧିକ ବୋଲି ଜଣାପଡିଛି ।

୨୦୧୪ମସିହାରୁ ଲଗାତର ଭାବେ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ବଢିଚାଲିଛି । ଦିନକୁ ହାରାହାରି ୧୪ରୁ ୧୫ଜଣଙ୍କ ମୃତ୍ୟୁ କେବଳ ସଡ଼କ ଦୁର୍ଘଟଣା ଯୋଗୁ ହେଉଥିବା ଜଣାପଡ଼ିଛି । ଏହାକୁ ରୋକିବା ପାଇଁ କଡ଼ା ନିୟମ କରିଛନ୍ତି ଭାରତ ସରକାର ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story