କାଲି ସକାଳ ସାଢ଼େ ୫ଟାରେ ସ୍ଥଳପଥରେ ମାଡ଼ ହେବ ‘ତିତ୍‌ଲି’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବେଳକୁ ବେଳ ଭୟଙ୍କର ହେଉଛି ବାତ୍ୟା ତିତ୍‌ଲିର ରୂପ। ଆସନ୍ତା ୩ ଘଣ୍ଟା ମଧ୍ୟରେ ଏହା ଭେରି ସିଭିୟର ସାଇକ୍ଲୋନ୍‌ର ରୂପ ନେବ। ଏହାସହ ଆସନ୍ତାକାଲି ସକାଳ ସାଢ଼େ ୫ଟାରେ ସ୍ଥଳପଥରେ ମାଡ଼ ହେବ। ତିତ୍‌ଲି ଆନ୍ଧ୍ରର କଳିଙ୍ଗପଟନମ୍‌ ଓ ଓଡ଼ିଶାର ଗୋପାଳପୁର ମଧ୍ୟରେ ସ୍ଥଳପଥ ଛୁଇଁବ। ଏବେ ତିତ୍‌ଲି ଗୋପାଳପୁରଠାରୁ ୩୨୦ କିମି ଓ କଳିଙ୍ଗପଟନମ୍‌ ଠାରୁ ୨୭୦ କିମି ଦୂରରେ ରହି ଥିବା ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍‌ଆରସି) ବିଷ୍ଣୁପଦ […]

ttt0

ttt0

Rakesh Mallick
  • Published: Wednesday, 10 October 2018
  • Updated: 10 October 2018, 05:04 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବେଳକୁ ବେଳ ଭୟଙ୍କର ହେଉଛି ବାତ୍ୟା ତିତ୍‌ଲିର ରୂପ। ଆସନ୍ତା ୩ ଘଣ୍ଟା ମଧ୍ୟରେ ଏହା ଭେରି ସିଭିୟର ସାଇକ୍ଲୋନ୍‌ର ରୂପ ନେବ। ଏହାସହ ଆସନ୍ତାକାଲି ସକାଳ ସାଢ଼େ ୫ଟାରେ ସ୍ଥଳପଥରେ ମାଡ଼ ହେବ।

ତିତ୍‌ଲି ଆନ୍ଧ୍ରର କଳିଙ୍ଗପଟନମ୍‌ ଓ ଓଡ଼ିଶାର ଗୋପାଳପୁର ମଧ୍ୟରେ ସ୍ଥଳପଥ ଛୁଇଁବ।

ଏବେ ତିତ୍‌ଲି ଗୋପାଳପୁରଠାରୁ ୩୨୦ କିମି ଓ କଳିଙ୍ଗପଟନମ୍‌ ଠାରୁ ୨୭୦ କିମି ଦୂରରେ ରହି ଥିବା ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍‌ଆରସି) ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos