କାଲି ସକାଳ ସାଢ଼େ ୫ଟାରେ ସ୍ଥଳପଥରେ ମାଡ଼ ହେବ ‘ତିତ୍‌ଲି’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବେଳକୁ ବେଳ ଭୟଙ୍କର ହେଉଛି ବାତ୍ୟା ତିତ୍‌ଲିର ରୂପ। ଆସନ୍ତା ୩ ଘଣ୍ଟା ମଧ୍ୟରେ ଏହା ଭେରି ସିଭିୟର ସାଇକ୍ଲୋନ୍‌ର ରୂପ ନେବ। ଏହାସହ ଆସନ୍ତାକାଲି ସକାଳ ସାଢ଼େ ୫ଟାରେ ସ୍ଥଳପଥରେ ମାଡ଼ ହେବ। ତିତ୍‌ଲି ଆନ୍ଧ୍ରର କଳିଙ୍ଗପଟନମ୍‌ ଓ ଓଡ଼ିଶାର ଗୋପାଳପୁର ମଧ୍ୟରେ ସ୍ଥଳପଥ ଛୁଇଁବ। ଏବେ ତିତ୍‌ଲି ଗୋପାଳପୁରଠାରୁ ୩୨୦ କିମି ଓ କଳିଙ୍ଗପଟନମ୍‌ ଠାରୁ ୨୭୦ କିମି ଦୂରରେ ରହି ଥିବା ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍‌ଆରସି) ବିଷ୍ଣୁପଦ […]

ttt0

Rakesh Mallick
  • Published: Wednesday, 10 October 2018
  • , Updated: 10 October 2018, 05:04 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବେଳକୁ ବେଳ ଭୟଙ୍କର ହେଉଛି ବାତ୍ୟା ତିତ୍‌ଲିର ରୂପ। ଆସନ୍ତା ୩ ଘଣ୍ଟା ମଧ୍ୟରେ ଏହା ଭେରି ସିଭିୟର ସାଇକ୍ଲୋନ୍‌ର ରୂପ ନେବ। ଏହାସହ ଆସନ୍ତାକାଲି ସକାଳ ସାଢ଼େ ୫ଟାରେ ସ୍ଥଳପଥରେ ମାଡ଼ ହେବ।

ତିତ୍‌ଲି ଆନ୍ଧ୍ରର କଳିଙ୍ଗପଟନମ୍‌ ଓ ଓଡ଼ିଶାର ଗୋପାଳପୁର ମଧ୍ୟରେ ସ୍ଥଳପଥ ଛୁଇଁବ।

ଏବେ ତିତ୍‌ଲି ଗୋପାଳପୁରଠାରୁ ୩୨୦ କିମି ଓ କଳିଙ୍ଗପଟନମ୍‌ ଠାରୁ ୨୭୦ କିମି ଦୂରରେ ରହି ଥିବା ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍‌ଆରସି) ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି।

Related story