ଦୁର୍ଘଟଣା ପଛରେ ଟିଏମସି ହାତ! | Odisha Reporter
Advertisment
ବାଲେଶ୍ୱର ଟ୍ରେନ ଦୁର୍ଘଟଣା ରାଜନୀତି ଏବେ ସାଙ୍ଘାତିକ ମୋଡ ନେଇଛି। ଟ୍ରେନ ଦୁର୍ଘଟଣାରେ ବିଭିନ୍ନ ରାଜ୍ୟର ଲୋକ ମୃତାହତ ହୋଇଥିଲେ ସୁଦ୍ଧା ପଶ୍ଚିମବଙ୍ଗ ରାଜନୀତିରେ ଏନେଇ ତାତି ସୃଷ୍ଟି ହୋଇଛି। ପଶ୍ଚିମବଙ୍ଗ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ଟ୍ରେନ ଦୁର୍ଘଟଣାକୁ ନେଇ ଶାସକ ତୃଣମୂଳ କଂଗ୍ରେସ ବିରୋଧରେ ବିସ୍ଫୋରକ ବୟାନ ଦେଇଛନ୍ତି। ଟ୍ରେନ ଦୁର୍ଘଟଣାର ଷଡ଼ଯନ୍ତ୍ରରେ ଟିଏମସି ମଧ୍ୟ ସାମିଲ ବୋଲି ସେ କହିଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us