Advertisment

ନିଖୋଜ ଆଇନଜୀବୀଙ୍କୁ ଠାବ ଦାବିରେ ୧୨ ଘଣ୍ଟିଆ ଆଠମଲ୍ଲିକ ବନ୍ଦ

ଅନୁଗୋଳ: ନିଖୋଜ ଆଇନଜୀବୀଙ୍କୁ ଠାବ କରିବା ଦାବିରେ ଆଜି ୧୨ ଘଣ୍ଟିଆ ଆଠମଲ୍ଲିକ ବନ୍ଦ ପାଳନ କରାଯାଉଛି। ଆଇନଜୀବୀଙ୍କ ପରିବାର ଓ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକେ ଏହି ବନ୍ଦ ଡାକରା ଦେଇଛନ୍ତି।

[vc_video link="" align="center"]

ଅଞ୍ଚଳରେ ଦୋକାନ ବଜାର ଓ ଗାଡି ଚଳାଚଳ ବନ୍ଦ ରହିଛି। ସ୍ଥାନୀୟ ଲୋକେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି।

ଗତ ୨୮ ତାରିଖରେ ମହାନଦୀରେ ବୁଡ଼ି ଆଇନଜୀବୀ ଜଣଙ୍କ ନିଖୋଜ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe