ଅସହାୟ ବାପାର ଅକୁହା ବେଦନା | Odisha Reporter
ଆଜି ହେଉଛି ବିଶ୍ୱ ପିତୃ ଦିବସ। ହାତରେ ସ୍ତ୍ରୀର ଫଟୋ ,ଆଖିରେ ଲୁହ । ମନେ ପଡ଼ିଯାଉଛି ସେହି ଅଭୁଲା ଦିନର କଥା। ଯେବେ, ଦିନଥିଲା ପୁରା ଘରଟି ହସଖୁସିରେ ପୁରି ଉଠୁଥିଲା। ଏବେ କିନ୍ତୁ ପୁରା ପରିବାର ନିସବ୍ଧ ହୋଇପଡ଼ିଛି। ଘରେ ଦୁଇ କୁନି କୁନି ପୁଅକୁ ନେଇ ସଂସାର ରଥକୁ ଚଲାଉଛି ଜଣେ ଅସହାୟ ବାପା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
