Advertisment

ଅସହାୟ ବାପାର ଅକୁହା ବେଦନା

ହାତରେ ସ୍ତ୍ରୀର ଫଟୋ , ଆଖିରେ ଲୁହ । ମନେ ପଡ଼ିଯାଉଛି ସେହି ଅଭୁଲା ଦିନର କଥା। ଯେବେ, ଦିନଥିଲା ପୁରା ଘରଟି ହସଖୁସିରେ ପୁରି ଉଠୁଥିଲା। ଏବେ କିନ୍ତୁ ପୁରା ପରିବାର ନିସବ୍ଧ ହୋଇପଡ଼ିଛି। ଘରେ ଦୁଇ କୁନି କୁନି ପୁଅକୁ ନେଇ ସଂସାର ରଥକୁ ଚଲାଉଛି ଜଣେ ଅସହାୟ ବାପା।

Advertisment

ଆଜି ହେଉଛି ବିଶ୍ୱ ପିତୃ ଦିବସ। ହାତରେ ସ୍ତ୍ରୀର ଫଟୋ ,ଆଖିରେ ଲୁହ । ମନେ ପଡ଼ିଯାଉଛି ସେହି ଅଭୁଲା ଦିନର କଥା। ଯେବେ, ଦିନଥିଲା ପୁରା ଘରଟି ହସଖୁସିରେ ପୁରି ଉଠୁଥିଲା। ଏବେ କିନ୍ତୁ ପୁରା ପରିବାର ନିସବ୍ଧ ହୋଇପଡ଼ିଛି। ଘରେ ଦୁଇ କୁନି କୁନି ପୁଅକୁ ନେଇ ସଂସାର ରଥକୁ ଚଲାଉଛି ଜଣେ ଅସହାୟ ବାପା।

Advertisment
Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe