Advertisment

ଚକମା ଦେଇ ପଳାଇଥିଲା; ଶେଷରେ ଓଡ଼ିଶା ଫେରିଲା ଗ୍ୟାଙ୍ଗଷ୍ଟର ହାଇଦର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୫ ଦିନର ଲୁଚକାଳି ଖେଳ  ପରେ ଏସସିବିରୁ ଫେରାର ଗ୍ୟାଙ୍ଗଷ୍ଟର ହାଇଦର ଆଜି ଓଡ଼ିଶା ଫେରିଲା। ବିମାନରେ ତେଲେଙ୍ଗାନାରୁ ଓଡ଼ିଶା ଆଣିଲା କମିଶନରେଟ ପୁଲିସ୍‌।  ଭୁବନେଶ୍ୱର ବିମାନବନ୍ଦରରେ ହାଇଦରର କରୋନା ଟେଷ୍ଟ କରାଗଲା। ଗତକାଲି ତେଲେଙ୍ଗାନା ସଙ୍ଗାରେଡି ଜିଲ୍ଲାରୁ ତେଲେଙ୍ଗାନା ପୁଲିସ୍‌ ସହାୟତାରେ ହାଇଦରକୁ ଗିରଫ କରାଯାଇଥିଲା।   ଗତ ୧୦ରେ SCBରୁ ଫେରାର ହୋଇଯାଇଥିଲା ହାଇଦର।  ଏନେଇ ଗତକାଲି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ, ହାଇଦର ବାଇକରେ ଯିବା […]

ଅଦ୍ୟତନ ହୋଇଛି
ଚକମା ଦେଇ ପଳାଇଥିଲା; ଶେଷରେ ଓଡ଼ିଶା ଫେରିଲା ଗ୍ୟାଙ୍ଗଷ୍ଟର ହାଇଦର

Haidar- Return

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୫ ଦିନର ଲୁଚକାଳି ଖେଳ  ପରେ ଏସସିବିରୁ ଫେରାର ଗ୍ୟାଙ୍ଗଷ୍ଟର ହାଇଦର ଆଜି ଓଡ଼ିଶା ଫେରିଲା। ବିମାନରେ ତେଲେଙ୍ଗାନାରୁ ଓଡ଼ିଶା ଆଣିଲା କମିଶନରେଟ ପୁଲିସ୍‌।  ଭୁବନେଶ୍ୱର ବିମାନବନ୍ଦରରେ ହାଇଦରର କରୋନା ଟେଷ୍ଟ କରାଗଲା।

Advertisment

ଗତକାଲି ତେଲେଙ୍ଗାନା ସଙ୍ଗାରେଡି ଜିଲ୍ଲାରୁ ତେଲେଙ୍ଗାନା ପୁଲିସ୍‌ ସହାୟତାରେ ହାଇଦରକୁ ଗିରଫ କରାଯାଇଥିଲା।   ଗତ ୧୦ରେ SCBରୁ ଫେରାର ହୋଇଯାଇଥିଲା ହାଇଦର।  ଏନେଇ ଗତକାଲି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ, ହାଇଦର ବାଇକରେ ଯିବା ବେଳେ ଆମ ଟିମ୍‌ ତାକୁ କାବୁ କରିଥିଲେ। ୨୪ ଘଣ୍ଟା ଭିତରେ ତାକୁ ଆଣି କୋର୍ଟରେ ହାଜର କରିବୁ ବୋଲି ପୁଲିସ କମିଶନର କହିଥିଲେ।

ଭୁବନେଶ୍ୱର ବିମାନବନ୍ଦରରୁ କଡ଼ା ସୁରକ୍ଷା ବଳୟରେ  ଗ୍ୟାଙ୍ଗଷ୍ଟର ହାଇଦରକୁ କଟକ DCP କାର୍ଯ୍ୟାଳୟକୁ ଅଣାଗଲା।  କାଲି ତେଲେଙ୍ଗାନା ସଙ୍ଗାରେଡି ଜିଲ୍ଲାରୁ ହାଇଦରକୁ ଗିରଫ କରାଯାଇଥତ୍ଲା। ଏହାପରେ ତାକୁ ବିମାନ ଯୋଗେ ଭୁବନେଶ୍ୱର ଅଣାଯାଇଥିଲା।  

Advertisment

[caption id="attachment_636052" align="aligncenter" width="650"]Security ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।[/caption]

କୁଖ୍ୟାତ ଗ୍ୟାଙ୍ଗଷ୍ଟର୍ ହାଇଦର ଶନିବାର କଟକ ଏସସିବି ମେଡିକାଲକୁ ଚିକିତ୍ସା ଲାଗି ଯାଇଥିବା ବେଳେ ସେଠାରୁ ଫେରାର୍ ହୋଇଯାଇ ଥିଲା । କିନ୍ତୁ ହାଇଦର କେଉଁଠି ଥିଲା  ତା’ର ପତ୍ତା ମିଳୁ ନଥିଲା। ହାଇଦର ଚମ୍ପଟ ମାରିବା ନେଇ ଅନେକ ପ୍ରଶ୍ନ ଉଠିଥିଲା।

Gangster Hyder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe