ପିତୃପୁରୁଷଙ୍କୁ ପିଣ୍ଡ ଦାନ ପାଇଁ ପୁରୀରେ ଶ୍ରଦ୍ଧାଳୁଙ୍କ ଭିଡ଼

Ordigital Desk
  • Published: Thursday, 19 October 2017
  • , Updated: 19 October 2017, 08:46 AM IST
<p>ପୁରୀ: ଆଜି ଦୀପାବଳି ସହ ପୟାଶ୍ରାଦ୍ଧ। ଏହି ଦିନରେ ପିତୃପୁରୁଷଙ୍କୁ ପିଣ୍ଡ ଦାନ କରାଯାଏ। ଏଥିପାଇଁ ଶ୍ରୀକ୍ଷେତ୍ରରେ ହଜାର ହଜାର ଶ୍ରଦ୍ଧାଳୁଙ୍କର ଭିଡ଼ ଲାଗିଛି।&nbsp; ବିଶ୍ୱାସ ରହିଛି ଶ୍ରୀମନ୍ଦିରର ବାଇଶି ପାହାଚରେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଅର୍ପଣ କରିବା ସହ ଦୀପଦାନ&nbsp; ଓ କାଉରିଆ ଧରି ଆଲୋକ ପ୍ରଦାନ କଲେ ପିତୃପୁରୁଷମାନେ ଆଶୀର୍ବାଦ କରିଥାନ୍ତି।</p> <p>&lt;a href=&quot;&quot;&gt;(image) &lt;/a&gt;ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲାପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।&nbsp; ସିଂହଦ୍ୱାରା ସମ୍ମୁଖରେ କାଉଁରିଆ ଜାଳିବା ସମୟରେ ସ୍ୱତନ୍ତ୍ର ଅଂଚଳ ଚିହ୍ନଟ କରାଯାଇଛି।&nbsp; କୌଣସି ଅଘଟଣ ନ ଘଟିବା ପାଇଁ ଉକ୍ତ ସ୍ଥାନରେ ଅଗ୍ନିଶମ ବିଭାଗର କର୍ମଚାରୀ ନିୟୋଜିତ ରହିଛନ୍ତି।</p>

Related story