କରୋନାରେ ଆଉ ୨ ମୃତ, ଆଜି ୨୭୯ଜଣ ସଂକ୍ରମିତ

କରୋନା ସଂକ୍ରମିତ ଥିବା ଦୁଇଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ଉଭୟ ଏକାଧିକ ରୋଗରେ ପୀଡ଼ିତ ଥିଲେ । ପୁରୀର ଜଣେ ୮୬ବର୍ଷ ବୟସ୍କ ବ୍ୟକ୍ତି ଓ ବରଗଡ଼ରେ ଜଣେ ୫୪ବର୍ଷ ବୟସ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି ।

Corona PhotoPTI

Representational image

Ordigital Desk
  • Published: Monday, 01 May 2023
  • Updated: 01 May 2023, 10:06 PM IST

ରାଜ୍ୟରେ କରୋନା ସଂକ୍ରମିତ ମାମଲା ଦ୍ୱିତୀୟ ଦିନ ପାଇଁ ହ୍ରାସ ପାଇଥିବାବେଳେ ଆଉ ୨ଜଣଙ୍କ ମୃତ୍ୟୁ ହୋଇଛି । ଚଳିତ ୨୦୨୩ ମସିହାରେ ରାଜ୍ୟରେ କୋଭିଡ୍ ସଂକ୍ରମିତ ମୃତ୍ୟୁ ସଂଖ୍ୟା ୭ରେ ପହଂଚିଛି ।

Also Read

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ, କରୋନା ସଂକ୍ରମିତ ଥିବା ଦୁଇଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ଉଭୟ ଏକାଧିକ ରୋଗରେ ପୀଡ଼ିତ ଥିଲେ । ପୁରୀର ଜଣେ ୮୬ବର୍ଷ ବୟସ୍କ ବ୍ୟକ୍ତି ଓ ବରଗଡ଼ରେ ଜଣେ ୫୪ବର୍ଷ ବୟସ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ଏପଟେ ଆଜି କ୍ରମାଗତ ଦ୍ୱିତୀୟ ଦିନ ପାଇଁ ରାଜ୍ୟରେ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ଆଜି ମୋଟ ୬୨୪୯ଟି ନମୂନା ପରୀକ୍ଷା ହୋଇଥିଲା ଓ ସେଥିରୁ ୨୭୯ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜି ରାଜ୍ୟରେ ମୋଟ ୪୦୬୬ଜଣ ସକ୍ରିୟ ସଂକ୍ରମିତ ଥିବାବେଳେ ଆଜି ୧୮୭ଜଣ ସୁସ୍ଥ ହୋଇଛନ୍ତି । ତେବେ ଶୁକ୍ରବାର ୫୨୬, ଶନିବାର ୫୭୩ ଓ ରବିବାର ୩୮୮ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଏହି ସଂଖ୍ୟା ମଙ୍ଗଳବାର ୨୭୯କୁ ହ୍ରାସ ପାଇଛି । ପଶ୍ଚିମଓଡ଼ିଶାରେ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story