Advertisment

ଏସ୍‌ସିବି ଚାରିକଡ଼ରୁ ଉଚ୍ଛେଦ ଆରମ୍ଭ

କଟକ (ଓଡ଼ିଶା ରିପୋର୍ଟର): କଟକ ବଡ଼ ମେଡିକାଲର ସଂପ୍ରସାରଣ ପାଇଁ ଆଜିଠୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ବଡ଼ ମେଡିକାଲ ପାଖ ଯୋବ୍ରା ମାଛ ମାର୍କେଟ ଅଞ୍ଚଳରେ ଉଚ୍ଛେଦ କରାଯାଉଛି। ଯୋବ୍ରା ବ୍ୟାରେଜଠାରୁ ମାଲଗୋଦାମ ଥାନା ଓ ଫରେଷ୍ଟ ଅଫିସ ଲେନର ଉଭୟ ପାର୍ଶ୍ୱରେ ଥିବା ଦୋକାନ ଘର, ଝୁମ୍ପୁଡ଼ି ସବୁ ଭଙ୍ଗା ଯାଉଛି। ଭଙ୍ଗା କାର୍ଯ୍ୟ ଚାଲିଥିବା ସ୍ଥାନରେ ଜିଲ୍ଲା ଓ ପୁଲିସ ପ୍ରଶାସନ ସହ ସିଏମ୍‌ସି ଅଧିକାରୀ ଉପସ୍ଥିତ ଅଛନ୍ତି। କଟକ […]

ଅଦ୍ୟତନ ହୋଇଛି
ଏସ୍‌ସିବି ଚାରିକଡ଼ରୁ ଉଚ୍ଛେଦ ଆରମ୍ଭ

cuttack9

Advertisment

କଟକ (ଓଡ଼ିଶା ରିପୋର୍ଟର): କଟକ ବଡ଼ ମେଡିକାଲର ସଂପ୍ରସାରଣ ପାଇଁ ଆଜିଠୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ବଡ଼ ମେଡିକାଲ ପାଖ ଯୋବ୍ରା ମାଛ ମାର୍କେଟ ଅଞ୍ଚଳରେ ଉଚ୍ଛେଦ କରାଯାଉଛି। ଯୋବ୍ରା ବ୍ୟାରେଜଠାରୁ ମାଲଗୋଦାମ ଥାନା ଓ ଫରେଷ୍ଟ ଅଫିସ ଲେନର ଉଭୟ ପାର୍ଶ୍ୱରେ ଥିବା ଦୋକାନ ଘର, ଝୁମ୍ପୁଡ଼ି ସବୁ ଭଙ୍ଗା ଯାଉଛି। ଭଙ୍ଗା କାର୍ଯ୍ୟ ଚାଲିଥିବା ସ୍ଥାନରେ ଜିଲ୍ଲା ଓ ପୁଲିସ ପ୍ରଶାସନ ସହ ସିଏମ୍‌ସି ଅଧିକାରୀ ଉପସ୍ଥିତ ଅଛନ୍ତି।

Advertisment

କଟକ ବଡ଼ ଡାକ୍ତରଖାନା ସମ୍ପ୍ରସାରଣ ହେବ ବୋଲି କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। ଏହାପରେ କେତେ ଜମି ଅଧିଗ୍ରହଣ ହେବ ଚିହ୍ନଟ ହୋଇଥିଲା। ଏହାସହ କ୍ଷତିଗ୍ରସ୍ତଙ୍କ ପାଇଁ ପୂର୍ବରୁ ପ୍ୟାକେଜ୍‌ ମଧ୍ୟ ଘୋଷଣା ହୋଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe