ଓଡ଼ିଶାର କାଶ୍ମୀରରେ ଜମୁଛି ପର୍ଯ୍ୟଟକଙ୍କ ଭିଡ଼

କନ୍ଧମାଳ (ଅଜିତ କୁମାର ନାୟକ): ଶୀତ ବଢ଼ିବା ସହ ଅପରୂପ ସୌନ୍ଦର୍ଯ୍ୟରେ ସଜେଇ ହୋଇଛି ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ି। କନ୍ଧମାଳ ଜିଲ୍ଲାରେ ଥିବା ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଦାରିଙ୍ଗବାଡ଼ିରେ ଏବେ ଭିଡ଼ ଜମାଉଛନ୍ତି ପର୍ଯ୍ୟଟକ। ଲଭର୍ସ ପଏଣ୍ଟ, ହିଲ୍‌ ଭ୍ୟୁ ପଏଣ୍ଟ ସହ କଫି ଗାର୍ଡେନର ମଜା ଯିଏ ଥରେ ନେଇଛି, ବାରମ୍ବାର ଆସିବାକୁ ମନ ବଳାଇଛି। ଏବେ ଦାରିଙ୍ଗବାଡ଼ିର ତାପମାତ୍ର ୩ ଡିଗ୍ରୀ ସେଲସିୟସ ରହିଛି। ଚାରିଆଡେ କାଶ୍ମୀର ପରି ବିଚ୍ଛୁରିତ ହୋଇ ପଡ଼ିଛି ତୁଷାର। ସତେ ଯେମିତି ଲାଗୁଛି […]

daringbadi

daringbadi

Rakesh Mallick
  • Published: Monday, 31 December 2018
  • Updated: 31 December 2018, 07:19 PM IST

Sports

Latest News

କନ୍ଧମାଳ (ଅଜିତ କୁମାର ନାୟକ): ଶୀତ ବଢ଼ିବା ସହ ଅପରୂପ ସୌନ୍ଦର୍ଯ୍ୟରେ ସଜେଇ ହୋଇଛି ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ି। କନ୍ଧମାଳ ଜିଲ୍ଲାରେ ଥିବା ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଦାରିଙ୍ଗବାଡ଼ିରେ ଏବେ ଭିଡ଼ ଜମାଉଛନ୍ତି ପର୍ଯ୍ୟଟକ। ଲଭର୍ସ ପଏଣ୍ଟ, ହିଲ୍‌ ଭ୍ୟୁ ପଏଣ୍ଟ ସହ କଫି ଗାର୍ଡେନର ମଜା ଯିଏ ଥରେ ନେଇଛି, ବାରମ୍ବାର ଆସିବାକୁ ମନ ବଳାଇଛି।

daringbadiଏବେ ଦାରିଙ୍ଗବାଡ଼ିର ତାପମାତ୍ର ୩ ଡିଗ୍ରୀ ସେଲସିୟସ ରହିଛି। ଚାରିଆଡେ କାଶ୍ମୀର ପରି ବିଚ୍ଛୁରିତ ହୋଇ ପଡ଼ିଛି ତୁଷାର। ସତେ ଯେମିତି ଲାଗୁଛି ପ୍ରକୃତିରାଣୀ   ଧଳାଓଢ଼ଣି  ଟାଣି ପର୍ଯ୍ୟଟକଙ୍କୁ ନିଜ ମଧ୍ୟରେ ହଜେଇ ଦେବାକୁ ଇସାରା ଦେଉଛନ୍ତି।

daringbadiଏହାସହ ବଣ ଜଙ୍ଗଲ ଘେରା ପାହାଡ଼ରେ ସକାଳର ଦୃଶ୍ୟ ହେଉ ଅବା ସୂର୍ଯ୍ୟ କିରଣର ସ୍ପର୍ଶରେ ରଙ୍ଗ ବେରଙ୍ଗ ଫୁଲର ସମ୍ଭାର ପ୍ରକୃତି ପ୍ରେମୀଙ୍କୁ ଆକର୍ଷିତ କରୁଛି। ଚାରିଆଡ଼େ ପଡ଼ିଥିବା ତୁଷାରରେ ସୂର୍ଯ୍ୟଙ୍କ ସୁନେଲୀ କିରଣ ପ୍ରତିଫଳିତ ହୋଇ ସୃଷ୍ଟି  କରୁଛି ମନଲୋଭା ଦୃଶ୍ୟ।

daringbadiପାଇନ୍‌ ବଣରେ ଖୋଲା ଆକାଶ ତଳେ ବନ୍ଧୁ ପ୍ରିୟଜନଙ୍କ ସହ ବଣଭୋଜିର ମଜା କେହି ବି ହାତଛଡ଼ା କରିବାକୁ ଚାହିଁବେ ନାହିଁ। ଏହାସହ ମିଡିୟୁବାନ୍ଦା ଜଳପ୍ରପାତ ବୁଲି ଦେଖିବା ସହ ଝରଣା ଜଳରେ ଗାଧେଇବାର ମଜାରୁ ବଞ୍ଚିତ ହେବାକୁ କିଏ ଅବା ଚାହିଁବ?

ଖାଲି ଓଡ଼ିଶାର ଲୋକେ ନୁହନ୍ତି, ଦାରିଙ୍ଗବାଡ଼ିର ସୌନ୍ଦର୍ଯ୍ୟ ପଶ୍ଚିମବଙ୍ଗ, ଦିଲ୍ଲୀ ସମେତ ବଲିଉଡର କଳାକାରଙ୍କୁ ଏଠାକୁ ଟାଣି ଆଣୁଛି।

daringbadiବଲିଉଡର ମିମିକ୍ରି ଆକ୍ଟର ଆୟୁଷ ଜାଡେଜା ସୁଟିଂରୁ ସମୟ କାଢ଼ି ଏଠାରେ ଛୁଟିର ମଜା ନେଉଛନ୍ତି। ସଞ୍ଜୟ ଦତ୍ତଙ୍କ ସ୍ୱରକୁ ନକଲ କରି ଜାଡେଜା କହିଛନ୍ତି, “ମୁଝେ ଇତନା ଅଚ୍ଛା ଲଗା ହାଁ ପେ, ବୋଲେ ତୋ ଏକ୍‌ଦମ୍‌ ସଲିଡ୍ବୋଲେ ତୋ ସର୍କିଟ୍‌ କୋ ଭି ଲେ କେ ଆଉଙ୍ଗା। ସର୍କିଟ କ୍ୟା ବୋଲତା ହେ, ଭାଇ ବୋଲେ ତୋ ସି ଜାଗା ଏକଦମ୍‌ ସଲିଡ୍, କାଶ୍ମୀର ଜୈସା ହେ ଭାଇ। ବୋଲାନା କାଶ୍ମୀର ଫେଲ୍‌ ହେ। ଆପୁନ୍‌ ବୋଲେ ତୋ ତିନ ଘଣ୍ଟେ ସେ ଘୁମ୍‌ ରହା ହୈଇତନା ମଜା ଆ ରହା ହେ କି ଜାନେ କା ମନ୍‌ ହି ନେହିଁ ହୋ ରହା ହୈ

daringbadiଶୀତ ବଢ଼ିବା ସାଙ୍ଗକୁ ଦାରିଙ୍ଗିବାଡ଼ିର ପରିବେଶ ଲୋକଙ୍କୁ କଶ୍ମୀରର ମଜା ଦେଉଛି। ଯଦି ଆପଣ ଏଯାଏ କୌଣସି ସ୍ଥାନକୁ ପିକ୍‌ନିକ୍‌ ପାଇଁ ଯାଇନାହାନ୍ତି, ତେବେ ଶୀଘ୍ର ଦାରିଙ୍ଗବାଡ଼ି ଆସିବାକୁ ମନ ସ୍ଥିର କରି ନିଅନ୍ତୁ। କାରଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଏହି ସ୍ଥାନ ବର୍ଷକ ୩୬୫ ଦିନ ପାଇଁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଥିଲେ ବି ଶୀତ ଦିନେ ଏହା ଦ୍ୱିଗୁଣିତ ହୋଇଯାଇଥାଏ। ଏବେ ଆସି କାଶ୍ମୀର ପରି ଶୀତର ମଜା ନେବା ସହ ତୁଷାରର ଚାଦରରେ ଢାଙ୍କି ହୋଇଥିବା ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବାର ସୁଯୋଗହାତଛଡ଼ା କରନ୍ତୁ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story