‘ରଥଯାତ୍ରାରେ ପାକିଂ କେଉଁଠି କରିବେ’ | Odisha Reporter
ରାତି ପାହିଲେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ । ରଥଯାତ୍ରା ପାଇଁ ସିଂହଦ୍ୱାର ଯିବ ରଥ। ନବଯୌବନ ଦର୍ଶନ ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଟ୍ରାଫିକ ଆରେଞ୍ଜମେଣ୍ଟକୁ ନେଇ ଏଡିଜି ଅମିତାଭ ଠାକୁରଙ୍କ ପ୍ରେସମିଟ । ପୁରୀର ସାହି ଓ ସେବାୟତ ମାନଙ୍କ ସହ ଆଲୋଚନା ପରେ ପ୍ରସ୍ତୁତ ହୋଇଛି ପ୍ଲାନ। ସ୍ଥାନୀୟ ଲୋକଙ୍କ ଯିବା ଆସିବାରେ ଅସୁବିଧା ନହେବା ପାଇଁ ଚିହ୍ନଟ କରିବାକୁ ରହିବେ ସ୍ଥାନୀୟ ସ୍ବେଛାସେବୀ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
