ରାତି ପାହିଲେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ । ରଥଯାତ୍ରା ପାଇଁ ସିଂହଦ୍ୱାର ଯିବ ରଥ। ନବଯୌବନ ଦର୍ଶନ ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଟ୍ରାଫିକ ଆରେଞ୍ଜମେଣ୍ଟକୁ ନେଇ ଏଡିଜି ଅମିତାଭ ଠାକୁରଙ୍କ ପ୍ରେସମିଟ । ପୁରୀର ସାହି ଓ ସେବାୟତ ମାନଙ୍କ ସହ ଆଲୋଚନା ପରେ ପ୍ରସ୍ତୁତ ହୋଇଛି ପ୍ଲାନ। ସ୍ଥାନୀୟ ଲୋକଙ୍କ ଯିବା ଆସିବାରେ ଅସୁବିଧା ନହେବା ପାଇଁ ଚିହ୍ନଟ କରିବାକୁ ରହିବେ ସ୍ଥାନୀୟ ସ୍ବେଛାସେବୀ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Odisha
ତିନି ପୁଅ କୋଟିପତି ବୃଦ୍ଧାଶ୍ରମରେ ହତଭାଗା ବାପା
ଆଜି ହେଉଛି ବିଶ୍ୱ ପିତୃ ଦିବସ। ତେବେ ଆମ ସମାଜରେ ଏମିତି ହତଭାଗା ବାପା ମାନେ ଅଛନ୍ତି ଯେଉଁମାନଙ୍କ ଠିକଣା ଜରା ନିବାସ। ବ୍ରହ୍ମପୁର ଉପକଣ୍ଠ ମହାନ ସଂଘ ଦ୍ୱାରା ପରିଚାଳିତ ବିଶ୍ୱନିକେତନ ଜରାନିବାସରେ ଏମିତି କିଛି ବାପାଙ୍କ କଥା ଶୁଣନ୍ତୁ।
Odisha
‘ଇସ୍ତଫା ଦିଅନ୍ତୁ ଶପଥ ନେଇ ମନ୍ତ୍ରୀ ହୁଅନ୍ତୁ ଏକା ବୁଲନ୍ତୁ’
ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ରାଜ୍ୟରେ ଦୁଇ ଡର୍ଜନ ମନ୍ତ୍ରୀ ଅଛନ୍ତି । ମନ୍ତ୍ରୀ ମାନେ ଶାସନର ମୁଖ୍ୟ । ପ୍ରଶାସନ ନିଷ୍ପତ୍ତି ନେଇ ପାରିବେନି, ଘୋଷଣା କରି ପାରିବେନି କି ଅନୁମୋଦନ ଦେଇ ପାରିବେନି ।
Odisha
ଅସହାୟ ବାପାର ଅକୁହା ବେଦନା
ହାତରେ ସ୍ତ୍ରୀର ଫଟୋ , ଆଖିରେ ଲୁହ । ମନେ ପଡ଼ିଯାଉଛି ସେହି ଅଭୁଲା ଦିନର କଥା। ଯେବେ, ଦିନଥିଲା ପୁରା ଘରଟି ହସଖୁସିରେ ପୁରି ଉଠୁଥିଲା। ଏବେ କିନ୍ତୁ ପୁରା ପରିବାର ନିସବ୍ଧ ହୋଇପଡ଼ିଛି। ଘରେ ଦୁଇ କୁନି କୁନି ପୁଅକୁ ନେଇ ସଂସାର ରଥକୁ ଚଲାଉଛି ଜଣେ ଅସହାୟ ବାପା।
Odisha
ପିଠା-ମିଠାରେ ବାସିଲା, ନାଚରେ ରଜ କମ୍ପିଲା
ଓଟିଭି କାର୍ଯ୍ୟାଳୟରେ ରଜ ପାଳିଲେ ମହିଳା କର୍ମଚାରୀ । ଧୁମ୍ ନାଚିଲେ, ପାନ ଖାଇଲେ । ରଜରେ କଲେ ମଉଜ । ଓଡ଼ିଆ ପରମ୍ପରାକୁ ସମୂହ କଲେ ସେଲିବ୍ରେସନ