ତ୍ରାହି ଅଚ୍ୟୁତ ବିବାଦ: ଶାନ୍ତିଶୃଙ୍ଗଳା ରକ୍ଷା ଲାଗି ଶାନ୍ତି କମିଟି ଗଠିତ

ଭୁବନେଶ୍ୱର: ସୁରେନ୍ଦ୍ର ମିଶ୍ର ଓରଫ ସୁର ବାବା ବିବାଦକୁ ନେଇ ତ୍ରାହି ଅଚ୍ୟୁତ ଆଶ୍ରମରେ ପୋଡାଜଳା, ଭଙ୍ଗାରୁଜା ଓ ପୋଲିସକୁ ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରମଣ ପରେ ଶାନ୍ତିଶୃଙ୍ଖଳା ରକ୍ଷା ଲାଗି ଶାନ୍ତି କମିଟି ଗଠନ କରାଯାଇଛି । ସ୍ଥାନୀୟ ୫ଟି ପଞ୍ଚାୟତର ମୁଖିଆଙ୍କୁ ନେଇ ଶାନ୍ତି କମିଟି ଗଠନ କରାଯାଇଛି । ଏହାସହ ଆଶ୍ରମ ସମ୍ମୁଖରେ ପୋଲିସ ପକ୍ଷରୁ କ୍ୟାମ୍ପ ସ୍ଥାପନ କରାଯାଇଛି । ଏହି କ୍ୟାମ୍ପରେ ଉପୟ ପୋଲିସ ଓ ଶାନ୍ତି କମିଟି ସଦସ୍ୟମାନେ ରହିବେ […]

police-2 (3)

police-2 (3)

Rakesh Mallick
  • Published: Monday, 31 August 2015
  • Updated: 31 August 2015, 06:32 PM IST

Sports

Latest News

ଭୁବନେଶ୍ୱର: ସୁରେନ୍ଦ୍ର ମିଶ୍ର ଓରଫ ସୁର ବାବା ବିବାଦକୁ ନେଇ ତ୍ରାହି ଅଚ୍ୟୁତ ଆଶ୍ରମରେ ପୋଡାଜଳା, ଭଙ୍ଗାରୁଜା ଓ ପୋଲିସକୁ ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରମଣ ପରେ ଶାନ୍ତିଶୃଙ୍ଖଳା ରକ୍ଷା ଲାଗି ଶାନ୍ତି କମିଟି ଗଠନ କରାଯାଇଛି । ସ୍ଥାନୀୟ ୫ଟି ପଞ୍ଚାୟତର ମୁଖିଆଙ୍କୁ ନେଇ ଶାନ୍ତି କମିଟି ଗଠନ କରାଯାଇଛି । ଏହାସହ ଆଶ୍ରମ ସମ୍ମୁଖରେ ପୋଲିସ ପକ୍ଷରୁ କ୍ୟାମ୍ପ ସ୍ଥାପନ କରାଯାଇଛି । ଏହି କ୍ୟାମ୍ପରେ ଉପୟ ପୋଲିସ ଓ ଶାନ୍ତି କମିଟି ସଦସ୍ୟମାନେ ରହିବେ ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ, ସୁର ବାବାଙ୍କ ଗିରଫଦାରି ପରେ ବି ଲୋକଙ୍କ ଆକ୍ରୋଶ ଥମିବାର ନା ନେଉ ନ ଥିଲା । ଆଜି ସନ୍ଧ୍ୟାରେ ତ୍ରାହି ଅଚ୍ୟୁତ ଆଶ୍ରମ ନିକଟରେ ପୋଲିସ-ଜନତା ମଧ୍ୟରେ ଖଣ୍ଡଯୁଦ୍ଧ ଘଟିଥିଲା । ଉତ୍ତ୍ୟକ୍ତ ଲୋକଙ୍କ ଢେଲା ଓ ପଥର ମାଡ଼ରେ ଡିସିପି, ଆଡିସିନାଲ୍ ଡିସିପି, ଦୁଇ ସବ୍ଇନ୍ସପେକ୍ଟରଙ୍କ ସମେତ ୫ ପୋଲିସ୍ କର୍ମଚାରୀ ଆହତ ହୋଇଥିଲେ । ଉତ୍ତ୍ୟକ୍ତ ଲୋକଙ୍କୁ ଘଉଡାଇବା ପାଇଁ ପୋଲିସ ଲୁହ ବୁହା ଗ୍ୟାସ୍ ପ୍ରୟୋଗ କରିଥିଲା । ବର୍ତ୍ତମାନ ଆଶ୍ରମ ପରିସର ଓ ଆଖପାଖରେ ୯ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ପରିସ୍ଥିତିକୁ ଦେଖି ସେଠାରେ ୧୪୪ ଧାରା ଜାରି କରାଯାଇଛି। ଡିସିପି ସତ୍ୟବ୍ରତ ଭୋଇ ମାଇକରେ ଲୋକଙ୍କୁ ଶାନ୍ତିଶୃଙ୍ଖଳା ରକ୍ଷା କରିବାକୁ ନିବେଦନ କରିବା ପରେ ପରିସ୍ଥିତିରେ କିଛି ସୁଧାର ଆସିଥିଲା । ପରେ ଶାନ୍ତି କମିଟି ଗଠନ ପରେ ଉତ୍ତ୍ୟକ୍ତ ଲୋକେ ଆଶ୍ରମ ଅଞ୍ଚଳ ଛାଡି ଚାଲିଯାଇଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story