ଟ୍ରେଲର-ଟ୍ରକ ମୁହାଁମୁହିଁ ଧକ୍କା

ଆଠଗଡ଼(ନୀଳକଣ୍ଠ ଦୋରା): କଟକ ଜିଲ୍ଲା ଗୁରୁଡ଼ିଝଟିଆ ଥାନା ଅନ୍ତର୍ଗତ ୫୫ ନମ୍ୱର ଜାତୀୟ ରାଜପଥର ଓରନ୍ଦା ନିକଟରେ ଆଜି ସକାଳେ ଏକ ଟ୍ରଲର ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ କେହି ମୃତାହତ ହୋଇ ନ ଥିବା ବେଳେ ଉଭୟ ଟ୍ରେଲର ଓ ଟ୍ରକ ଡ୍ରାଇଭର  ଗୁରୁତର ହୋଇଛନ୍ତି। ସ୍ଥାନୀୟ ଲୋକେ ପ୍ରଥମେ ଟ୍ରକ୍‌ ଡ୍ରାଇଭରଙ୍କୁ ଉଦ୍ଧାର କରି କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏନେଇ ଖବର ପାଇ ପୁଲିସ୍ ଓ ଆଠଗଡ଼ […]

accident

accident

Jyoshna Pradhan
  • Published: Monday, 01 June 2020
  • Updated: 01 June 2020, 01:21 PM IST

Sports

Latest News

ଆଠଗଡ଼(ନୀଳକଣ୍ଠ ଦୋରା): କଟକ ଜିଲ୍ଲା ଗୁରୁଡ଼ିଝଟିଆ ଥାନା ଅନ୍ତର୍ଗତ ୫୫ ନମ୍ୱର ଜାତୀୟ ରାଜପଥର ଓରନ୍ଦା ନିକଟରେ ଆଜି ସକାଳେ ଏକ ଟ୍ରଲର ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ କେହି ମୃତାହତ ହୋଇ ନ ଥିବା ବେଳେ ଉଭୟ ଟ୍ରେଲର ଓ ଟ୍ରକ ଡ୍ରାଇଭର  ଗୁରୁତର ହୋଇଛନ୍ତି।

ସ୍ଥାନୀୟ ଲୋକେ ପ୍ରଥମେ ଟ୍ରକ୍‌ ଡ୍ରାଇଭରଙ୍କୁ ଉଦ୍ଧାର କରି କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏନେଇ ଖବର ପାଇ ପୁଲିସ୍ ଓ ଆଠଗଡ଼ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି  ଚାପି ହୋଇ ରହିଥିବା ଟ୍ରେଲର ଡ୍ରାଇଭରଙ୍କୁ ଗାଡ଼ିରୁ ଉଦ୍ଧାର କରିଥିଲେ। ଏହାପରେ ତାଙ୍କୁ ମଧ୍ୟ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story