ଟ୍ରେଲର-ଟ୍ରକ ମୁହାଁମୁହିଁ ଧକ୍କା

ଆଠଗଡ଼(ନୀଳକଣ୍ଠ ଦୋରା): କଟକ ଜିଲ୍ଲା ଗୁରୁଡ଼ିଝଟିଆ ଥାନା ଅନ୍ତର୍ଗତ ୫୫ ନମ୍ୱର ଜାତୀୟ ରାଜପଥର ଓରନ୍ଦା ନିକଟରେ ଆଜି ସକାଳେ ଏକ ଟ୍ରଲର ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ କେହି ମୃତାହତ ହୋଇ ନ ଥିବା ବେଳେ ଉଭୟ ଟ୍ରେଲର ଓ ଟ୍ରକ ଡ୍ରାଇଭର  ଗୁରୁତର ହୋଇଛନ୍ତି।

ସ୍ଥାନୀୟ ଲୋକେ ପ୍ରଥମେ ଟ୍ରକ୍‌ ଡ୍ରାଇଭରଙ୍କୁ ଉଦ୍ଧାର କରି କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏନେଇ ଖବର ପାଇ ପୁଲିସ୍ ଓ ଆଠଗଡ଼ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି  ଚାପି ହୋଇ ରହିଥିବା ଟ୍ରେଲର ଡ୍ରାଇଭରଙ୍କୁ ଗାଡ଼ିରୁ ଉଦ୍ଧାର କରିଥିଲେ। ଏହାପରେ ତାଙ୍କୁ ମଧ୍ୟ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଯାଇଛି।

ଆହୁରି ପଢ଼ନ୍ତୁ

ବିଏମସିର ନିଷ୍ପତ୍ତି ଅଗଣତାନ୍ତ୍ରିକ, ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ୯ଟି ବିରୋଧୀ ଦଳର ନେତା

ଓଏଏସ ଅଫିସରସ୍ତରରେ ଅଦଳବଦଳ; କାହାକୁ କଣ ମିଳିଲା ପଢ଼ନ୍ତୁ

ସାଙ୍ଗ ହୋଇ ଚାଲିଗଲେ ଦୁଇ ଭଉଣୀ; କାରଣ ଅସ୍ପଷ୍ଟ

ରଞ୍ଜନଙ୍କୁ ଟାଣି ନେଲା କୁମ୍ଭୀର

ଟିପିଏସ୍‌ଏଲ୍‌ କାରଖାନା ବିସ୍ଫୋରଣ ଘଟଣାରେ ଜଣେ ଶ୍ରମିକ ମୃତ

ସିଡିଏ ସେକ୍ଟର ୯ରୁ ଉଠିଲା କଣ୍ଟେନ୍‌ମେଣ୍ଟ୍‌

କାର୍‌ରେ ପ୍ରେସ୍ ଲେଖି ଡେରା ପକାଇଥିଲେ, ହେଲେ ଫନ୍ଦି ଧରାପଡ଼ିଲା

ଆଜି ଛତିଶା ନିଯୋଗ ଓ ପରିଚାଳନା କମିଟି ବୈଠକ

ଘରେ ବସି ଅନ୍‌ଲାଇନରେ ପରୀକ୍ଷା ଦେଇପାରିବେ ଡିପ୍ଲୋମା ଛାତ୍ରଛାତ୍ରୀ

ଭିଜିଲାନ୍ସ ଜାଲରେ ପୌର ପରିଷଦ ନିର୍ବାହୀ ଅଧିକାରୀ

ମାର୍କୋଣା ପଞ୍ଚାୟତ ୪୮ ଘଣ୍ଟା ଶଟ୍‌ଡାଉନ୍‌

ଆଶାକର୍ମୀଙ୍କ ପାଇଁ ମୋବାଇଲ କିଣାରେ ହୋଇଛି ବ୍ୟାପକ ଦୁର୍ନୀତି: କଂଗ୍ରେସ