କରୋନା ପାଇଁ ଡାକ୍ତରଖାନା କର୍ମଚାରୀଙ୍କୁ ଦିଆଗଲା ପ୍ରଶିକ୍ଷଣ

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୭କୁ ବୃଦ୍ଧି ପାଇଛି। ତେବେ କୋରାନା ସମ୍ପର୍କରେ ସଚେତନତା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି। ତେବେ ଆଜି ରାଉରକେଲା ସରକାରୀ ହସ୍ପିଟାଲରେ କର୍ମଚାରୀମାନଙ୍କ ପାଇଁ ଏକ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଛି। କରୋନା ସଂକ୍ରମିତ ରୋଗୀଙ୍କୁ କିଭଳି ଚିକିତ୍ସା ଦିଆଯିବ, ସେମାନଙ୍କୁ ଆଇସୋଲେସନ ୱାର୍ଡରେ ରଖିବା  ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଥିଲା। ଭୁବନେଶ୍ୱରରୁ ପ୍ରଶିକ୍ଷଣ ନେଇ ଆସିଥିବା ଦୁଇ ଜଣ ଡାକ୍ତର କରୋନା ମୁକାବିଲା ସମ୍ପର୍କରେ କର୍ମଚାରୀଙ୍କୁ ବିସ୍ତୃତ ଭାବେ […]

rkl

rkl

Jyoshna Pradhan
  • Published: Sunday, 15 March 2020
  • Updated: 15 March 2020, 02:50 PM IST

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୭କୁ ବୃଦ୍ଧି ପାଇଛି। ତେବେ କୋରାନା ସମ୍ପର୍କରେ ସଚେତନତା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି। ତେବେ ଆଜି ରାଉରକେଲା ସରକାରୀ ହସ୍ପିଟାଲରେ କର୍ମଚାରୀମାନଙ୍କ ପାଇଁ ଏକ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଛି। କରୋନା ସଂକ୍ରମିତ ରୋଗୀଙ୍କୁ କିଭଳି ଚିକିତ୍ସା ଦିଆଯିବ, ସେମାନଙ୍କୁ ଆଇସୋଲେସନ ୱାର୍ଡରେ ରଖିବା  ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଥିଲା। ଭୁବନେଶ୍ୱରରୁ ପ୍ରଶିକ୍ଷଣ ନେଇ ଆସିଥିବା ଦୁଇ ଜଣ ଡାକ୍ତର କରୋନା ମୁକାବିଲା ସମ୍ପର୍କରେ କର୍ମଚାରୀଙ୍କୁ ବିସ୍ତୃତ ଭାବେ ବୁଝାଇଥିଲେ।

ଏହି ପ୍ରଶିକ୍ଷଣ ଶିବିରରେ ସରକାରୀ ହସ୍ପିଟାଲର ଭାରପ୍ରାପ୍ତ ନିର୍ଦ୍ଦେଶକ ଡାକ୍ତର ସୁଧାରାଣୀ ପ୍ରଧାନଙ୍କ ସମେତ ସମସ୍ତ ଡାକ୍ତର, ଷ୍ଟାଫ୍‌ ଓ ନର୍ସମାନେ ଯୋଗ ଦେଇଥିଲେ। କରୋନା ରୋଗୀଙ୍କ ପାଇଁ ସରକାରୀ ଡାକ୍ତରଖାନାରେ ୬ ଶଯ୍ୟା ବିଶିଷ୍ଟ ଏକ ଆଇସୋଲେସନ ୱାର୍ଡ କରାଯାଇଛି। ଯଦି ସଂକ୍ରମିତଙ୍କୁ ଚିହ୍ନଟ କରାଯାଏ ତାଙ୍କୁ ଭୀମସାରକୁ ଟ୍ରାନ୍ସଫର କରାଯିବ। ସ୍ଥାନାନ୍ତର ପ୍ରକ୍ରିୟା ଲାଗି ଏକ ଆମ୍ୱୁଲାନ୍ସର ମଧ୍ୟ ବ୍ୟବସ୍ଥା କରାଯାଇଛି। ଏହାସହ ଆସନ୍ତା ୧୭ରେ ପରବର୍ତ୍ତୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ହେବ। ଏହି କାର୍ଯ୍ୟକ୍ରମରେ ଆର୍‌ଜିଏଚ୍‌ର ସମସ୍ତ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦିଆଯିବ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story