ଅଦ୍ୟତନ ହୋଇଛି
bbsr
Advertisment
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋରନା ପାଇଁ ରାଜ୍ୟ ସରକାର ପୂରା ୩୦ଟି ଜିଲ୍ଲାକୁ ଲକ୍ ଡାଉନ୍ ଘୋଷଣା କରିଛନ୍ତି। ଆଜି ମଧ୍ୟରାତିରୁ ମାର୍ଚ୍ଚ ୨୯ ଯାଏ ସମସ୍ତ ଜିଲ୍ଲାରେ ଏହି ଲକ୍ ଡାଉନ୍ ରହିବ। ତେବେ କରୋନା କଟକଣା ନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କଡ଼ା ଚେତାବନୀ ଦେଇଛନ୍ତି।
Advertisment
ସେ କହିଛନ୍ତି, “କରୋନା କଟକଣା ଭାଙ୍ଗିଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କୌଣସି ବାହାନା କରି ଘରୁ ଗାଡ଼ି କାଢ଼ିଲେ ବରଦାସ୍ତ କରାଯିବନି। ସ୍ୱତନ୍ତ୍ର ଆଇନ ବଳରେ ଆବଶ୍ୟକ ହେଲେ ଗାଡି ସିଜ୍ କରାଯିବ। ସଚେତନ ଦ୍ୱାରା ହିଁ କରୋନା ରୋକି ଯାଇପାରିବ।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/03/bbsr-1234-1.jpg)