Advertisment

ଟ୍ରଫ୍ ଲାଇନ ପ୍ରଭାବରେ ୪୮ ଘଣ୍ଟା କାଳ ବୈଶାଖୀ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଉତ୍ତରପ୍ରଦେଶରୁ ଆନ୍ଧ୍ରପ୍ରଦେଶ ପର୍ଯ୍ୟନ୍ତ ଯାଇଥିବା ଟ୍ରଫ୍ ଲାଇନ୍ ଯୋଗୁ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟରେ ଗ୍ରୀଷ୍ମପ୍ରବାହ କମ୍ ରହିବ। ଉତ୍ତର ଓଡ଼ିଶାର ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ତଥା ଦକ୍ଷିଣ ଓଡ଼ିଶାର ଗଞ୍ଜ।ମ, ଗଜପତି ପ୍ରଭୃତି ଅଞ୍ଚଳରେ କାଳବୈଶାଖୀର ସମ୍ଭାବନା ରହିଛି। ଏହି ସମୟରେ କାଁ ଭଁ କେତେକ ଅଞ୍ଚଳରେ ବର୍ଷା ହେବା ସହ ଅନ୍ୟ କେତେକ ଅଞ୍ଚଳରେ ତାପମାତ୍ରା ୩୮ରୁ ୩୯ ଡିଗ୍ରୀ ସେଲ୍ସିୟସ ମଧ୍ୟରେ ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

ଅଦ୍ୟତନ ହୋଇଛି
ଜୁନ ୧ରେ କେରଳ ଛୁଇଁବ ମୌସୁମୀ

monsoon

Advertisment

ଭୁବନେଶ୍ୱର: ଉତ୍ତରପ୍ରଦେଶରୁ ଆନ୍ଧ୍ରପ୍ରଦେଶ ପର୍ଯ୍ୟନ୍ତ ଯାଇଥିବା ଟ୍ରଫ୍ ଲାଇନ୍ ଯୋଗୁ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟରେ ଗ୍ରୀଷ୍ମପ୍ରବାହ କମ୍ ରହିବ। ଉତ୍ତର ଓଡ଼ିଶାର ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ତଥା ଦକ୍ଷିଣ ଓଡ଼ିଶାର ଗଞ୍ଜ।ମ, ଗଜପତି ପ୍ରଭୃତି ଅଞ୍ଚଳରେ କାଳବୈଶାଖୀର ସମ୍ଭାବନା ରହିଛି। ଏହି ସମୟରେ କାଁ ଭଁ କେତେକ ଅଞ୍ଚଳରେ ବର୍ଷା ହେବା ସହ ଅନ୍ୟ କେତେକ ଅଞ୍ଚଳରେ ତାପମାତ୍ରା ୩୮ରୁ ୩୯ ଡିଗ୍ରୀ ସେଲ୍ସିୟସ ମଧ୍ୟରେ ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe