Advertisment

ଟ୍ୱିନ୍‌ ସିଟିକୁ ଯୋଡ଼ିଲା ଜନସାଧାରଣ ସ୍ପେଶାଲ ଟ୍ରେନ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱର ଓ କଟକ ମଧ୍ୟରେ ଗଡ଼ିଛି ଜନସାଧାରଣ ସ୍ପେଶାଲ ଟ୍ରେନ୍। ଆାଜିଠାରୁ ମାର୍ଚ୍ଚ ୩୧ ତାରିଖ ଯାଏଁ ପରୀକ୍ଷାମୂଳକ ଭାବେ ଏହି ନୂଆ ଟ୍ରେନ୍ ଚାଲିଛି। ଟ୍ୱିନିସିଟିର ଯାତ୍ରୀଙ୍କ ଗମନାଗମନ ସୁବିଧା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଏହି ଟ୍ରେନ୍‌ର ବ୍ୟବସ୍ଥା କରାଯାଇଛି। ଏହି ଟ୍ରେନ୍ ଭୁବନେଶ୍ୱରରୁ ବାହାରି ବାରଙ୍ଗ ଓ ଗୋପାଳପୁର ବାଲିକୁଦା ଦେଇ କଟକରେ ପହଞ୍ଚିବ। ଭୁବନେଶ୍ୱରରୁ ଅପରାହ୍ନ ୧ଟା ୩୦ରେ ଟ୍ରେନ୍ ଛାଡ଼ି ୨ଟା ୩୦ରେ କଟକରେ ପହଞ୍ଚିବ। […]

ଟ୍ୱିନ୍‌ ସିଟିକୁ ଯୋଡ଼ିଲା ଜନସାଧାରଣ ସ୍ପେଶାଲ ଟ୍ରେନ୍‌

train

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱର ଓ କଟକ ମଧ୍ୟରେ ଗଡ଼ିଛି ଜନସାଧାରଣ ସ୍ପେଶାଲ ଟ୍ରେନ୍। ଆାଜିଠାରୁ ମାର୍ଚ୍ଚ ୩୧ ତାରିଖ ଯାଏଁ ପରୀକ୍ଷାମୂଳକ ଭାବେ ଏହି ନୂଆ ଟ୍ରେନ୍ ଚାଲିଛି।

Advertisment

ଟ୍ୱିନିସିଟିର ଯାତ୍ରୀଙ୍କ ଗମନାଗମନ ସୁବିଧା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଏହି ଟ୍ରେନ୍‌ର ବ୍ୟବସ୍ଥା କରାଯାଇଛି। ଏହି ଟ୍ରେନ୍ ଭୁବନେଶ୍ୱରରୁ ବାହାରି ବାରଙ୍ଗ ଓ ଗୋପାଳପୁର ବାଲିକୁଦା ଦେଇ କଟକରେ ପହଞ୍ଚିବ।

ଭୁବନେଶ୍ୱରରୁ ଅପରାହ୍ନ ୧ଟା ୩୦ରେ ଟ୍ରେନ୍ ଛାଡ଼ି ୨ଟା ୩୦ରେ କଟକରେ ପହଞ୍ଚିବ। ସେହିପରି ଅପରାହ୍ନ ୨ଟା୪୦ରୁ କଟକରୁ ବାହାରି ନିର୍ଗୁଣ୍ଡି, ଗୁରୁଡ଼ିଝାଟିଆ, ରାଧାକିଶୋରପୁର, ନରାଜ, ମାର୍ଥାପୁର ଦେଇ ଭୁବନେଶ୍ୱରରେ ୫ଟା ୨୦ରେ ପହଞ୍ଚିବ।

Advertisment

ଏହାଦ୍ୱାରା ଭୁବନେଶ୍ୱର କଟକ ସହ ଆଠଗଡ଼, ଚୌଦ୍ୱାର, ନରାଜ ମାର୍ଥାପୁର, ବଡ଼ମ୍ବା, ନରସିଂହପୁର ଓ ଢେଙ୍କାନାଳ ଜିଲ୍ଲାର କିଛି ଅଂଚଳର ଯାତ୍ରୀ ଉପକୃତ ହେବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe