ଚଳନ୍ତା ଟ୍ରକରେ ଲାଗିଗଲା ନିଆଁ

ଭଦ୍ରକ (ତପନ ସ୍ୱାଇଁ): ଭଦ୍ରକ ଗବସାହି ନିକଟରେ ଏକ ଚଳନ୍ତା ଟ୍ରକରେ ଅଗ୍ନିକାଣ୍ଡ ଘଟିଛି। ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିବାରୁ ଟ୍ରକରେ ଥିବା ନଡ଼ାରେ ନିଆଁ ଲାଗି ଯାଇଥିଲା। ଏନେଇ ସ୍ଥାନୀୟ ଲୋକେ ଭଦ୍ରକ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀର କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଟ୍ରକ୍‌ଟି ଭଦ୍ରକ ବ୍ଲକ ଅନ୍ତର୍ଗତ ଗେଲଟିଆ ଅଞ୍ଚଳରୁ ଏକ ନଡ଼ା ବୋଝେଇ ଟ୍ରକ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଆସିକାକୁ ଯାଉଥିଲା।

accident

Rakesh Mallick
  • Published: Sunday, 13 January 2019
  • , Updated: 13 January 2019, 02:52 PM IST

ଭଦ୍ରକ (ତପନ ସ୍ୱାଇଁ): ଭଦ୍ରକ ଗବସାହି ନିକଟରେ ଏକ ଚଳନ୍ତା ଟ୍ରକରେ ଅଗ୍ନିକାଣ୍ଡ ଘଟିଛି। ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିବାରୁ ଟ୍ରକରେ ଥିବା ନଡ଼ାରେ ନିଆଁ ଲାଗି ଯାଇଥିଲା। ଏନେଇ ସ୍ଥାନୀୟ ଲୋକେ ଭଦ୍ରକ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀର କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ଟ୍ରକ୍‌ଟି ଭଦ୍ରକ ବ୍ଲକ ଅନ୍ତର୍ଗତ ଗେଲଟିଆ ଅଞ୍ଚଳରୁ ଏକ ନଡ଼ା ବୋଝେଇ ଟ୍ରକ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଆସିକାକୁ ଯାଉଥିଲା।

Related story