Advertisment

ସାମ୍ନାକୁ ଆସିଲା ସତ

ସାମ୍ନାକୁ ଆସିଛି ଟ୍ରେନ ଦୁର୍ଘଟଣା ପଛର ସତ। ରେଳମନ୍ତ୍ରୀ କହିଛନ୍ତି, ଇଲେକ୍ଟ୍ରୋନିକ ଇଣ୍ଟରଲକିଂ ସିଷ୍ଟମରେ ତ୍ରୁଟି ଥିବାରୁ ଏଭଳି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଦାୟୀ ବ୍ୟକ୍ତିଙ୍କୁ ମଧ୍ୟ ଚିହ୍ନଟ ହୋଇଥିବା ନେଇ ଦେଲେ ସୂଚନା।

Odisha Train Accident Train Tragedy Coromandel Express
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe