Advertisment

ହାଡ଼ ଧରି ପଶିଗଲେ ଟୁଡୁ !

ରାଗରେ ତମତମ ପୂର୍ବତନ ସାଂସଦ ଲକ୍ଷଣ ଟୁଡୁ । ହାତରେ ଦଣ୍ଡ ଫୁଲମାଳ ଅନ୍ୟ ହାତରେ ଘୁଷୁରୀ ହାଡ଼ ଧରି ପଶିଲେ ପୁର୍ତ୍ତ ବିଭାଗ

author-image
Manoj Swain
ଅଦ୍ୟତନ ହୋଇଛି

ଆଜି ଏକ ଅଜବ ଘଟଣା ଦେଖିବାକୁ ମିଳିଥିଲା ବାରିପଦା ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ। ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁ ଗୋଟିଏ ହାତରେ ଗେଣ୍ଡୁମାଳ ଆଉ ଗୋଟିଏ ହାତରେ ଘୁଷୁରି ହାଡ଼ ମାଳ ଧରି ହାଜର ହୋଇଥିଲେ ଅଫିସରେ। ଖାଲି ଟୁଡୁ ବାବୁ ନୁହଁନ୍ତି ତାଙ୍କ ସହଯୋଗୀ ମଧ୍ୟ ଏକ ହାଡ଼ ମାଳ ଧରି ହାଜର ହୋଇଥିଲେ। ଏହାପରେ ଆରମ୍ଭ ହେଲା ଜେଇ ଖୋଜା ଅଭିଯାନ।

Advertisment
Odisha