ସୋନୁ ସୁଦ ଏବଂ ଗଞ୍ଜାମ ଜିଲ୍ଲାପାଳଙ୍କ ମଧ୍ୟରେ ଟ୍ୱିଟ୍‌ ୱାର

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): କୋଭିଡ ରୋଗୀଙ୍କ ପାଇଁ ବେଡ ବ୍ୟବସ୍ଥାକୁ ନେଇ ବଲିଉଡ ଅଭିନେତା ସୋନୁ ସୁଦ ଏବଂ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ମଧ୍ୟରେ ଟ୍ୱିଟ୍‌ ୱାର। ଗଞ୍ଜାମ ଜିଲ୍ଲାରେ ଜଣେ କୋଭିଡ ରୋଗୀଙ୍କ ପାଇଁ ସୋନୁ ସୁଦ ବେଡ୍ ସୁବିଧା କରିଥିବା ଟ୍ୱିଟ୍‌କୁ ନେଇ ମୁହାଁମୁହିଁ  ହୋଇଛନ୍ତି। ପ୍ରଥମେ ସୋନୁଙ୍କ ସାହାଯ୍ୟ ଦାବିକୁ ଅଗ୍ରାହ୍ୟ ଏବଂ ପରେ ସୋନୁ ପ୍ରମାଣ ଦେବା ପରେ ଆଭିମୁଖ୍ୟରେ ପରିବର୍ତ୍ତନ କଲେ ଜିଲ୍ଲାପାଳ । ପ୍ରଦୀପ ବେହେରା ନାମକ […]

gnm

gnm

Tapas Behera
  • Published: Monday, 17 May 2021
  • Updated: 18 May 2021, 04:03 PM IST

Sports

Latest News

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): କୋଭିଡ ରୋଗୀଙ୍କ ପାଇଁ ବେଡ ବ୍ୟବସ୍ଥାକୁ ନେଇ ବଲିଉଡ ଅଭିନେତା ସୋନୁ ସୁଦ ଏବଂ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ମଧ୍ୟରେ ଟ୍ୱିଟ୍‌ ୱାର। ଗଞ୍ଜାମ ଜିଲ୍ଲାରେ ଜଣେ କୋଭିଡ ରୋଗୀଙ୍କ ପାଇଁ ସୋନୁ ସୁଦ ବେଡ୍ ସୁବିଧା କରିଥିବା ଟ୍ୱିଟ୍‌କୁ ନେଇ ମୁହାଁମୁହିଁ  ହୋଇଛନ୍ତି। ପ୍ରଥମେ ସୋନୁଙ୍କ ସାହାଯ୍ୟ ଦାବିକୁ ଅଗ୍ରାହ୍ୟ ଏବଂ ପରେ ସୋନୁ ପ୍ରମାଣ ଦେବା ପରେ ଆଭିମୁଖ୍ୟରେ ପରିବର୍ତ୍ତନ କଲେ ଜିଲ୍ଲାପାଳ । ପ୍ରଦୀପ ବେହେରା ନାମକ ଜଣେ ଯୁବକ ତାଙ୍କ ପତ୍ନୀଙ୍କ ପାଇଁ ଏକ ବେଡ୍ ବ୍ୟବସ୍ଥା କରିବାକୁ ଏକ ଟ୍ୱିଟ୍ କରିଥିଲେ। ଏଥିପାଇଁ ବହୁ ଚେଷ୍ଟା କରି ବିଫଳ ହେବାପରେ ସାହାଯ୍ୟ କରିବାକୁ ସୋନୁଙ୍କୁ ଟ୍ୱିଟ୍‌ କରି ଅନୁରୋଧ କରିଥିଲେ ପ୍ରଦୀପ।
https://twitter.com/Ganjam_Admin/status/1394282922572611584?s=20

ଏହାର ଜବାବରେ ସୋନୁ ଟ୍ୱିଟ୍‌ କରି ଅଶ୍ୱାସନା ଦେଇଥିଲେ ଯେ ଯେ, ବ୍ୟସ୍ତ ହେବା ଦରକାର ନାହିଁ, ଗଞ୍ଜାମ ସିଟି ହସ୍ପିଟାଲରେ ବେଡ ବ୍ୟବସ୍ଥା ହୋଇଯାଇଛି । ହେଲେ ଏହା ପରେ ଗଞ୍ଜାମ ଜିଲ୍ଲାପାଳ ଏକ ଟ୍ୱିଟ୍‌ କରି ଏହି ଘଟଣାରେ ସ୍ପଷ୍ଟୀକରଣ ରଖିଥିଲେ ଯେ, ସୋନୁ ସୁଦଙ୍କ ଠାରୁ କୌଣସି ଯୋଗାଯୋଗ ତାଙ୍କ ନିକଟକୁ ହୋଇନାହିଁ । ଏଥି ସହିତ କୌଣସି ବେଡ୍ ଇସ୍ୟୁ ନାହିଁ ବୋଲି ଟ୍ୱିଟ୍‌ କରିବା ସହ ରୋଗୀ ଜଣକ ହୋମ ଆଇସୋଲେସନରେ ଅଛନ୍ତି ଏବଂ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ମଧ୍ୟ ଉଲ୍ଲେଖ କରିଥିଲେ।

ତେବେ ପରେ ପୁଣି ସୋନୁ ସୁଦ ଟ୍ୱିଟ୍‌ କରି କହିଥିଲେ ସମ୍ପୃକ୍ତ ରୋଗୀ ଜଣଙ୍କ ତାଙ୍କୁ ଅନୁରୋଧ କରିଥିବାରୁ ଆମେ ତାଙ୍କୁ ସାହାଯ୍ୟ କରିଥିଲୁ। ରେଫରେନ୍ସ ପାଇଁ ସମ୍ପୃକ୍ତ ବ୍ୟକ୍ତିଙ୍କ ସହ ଚାଟକୁ ମଧ୍ୟ ତାଙ୍କ ଟ୍ୱିଟେର ପ୍ରମାଣ ଆକାରରେ ଦର୍ଶାଇଥିଲେ ସୋନୁ । ଏହା ପରେ କାହା କଥା ଠିକ୍, ତାକୁ ନେଇ ପ୍ରଶ୍ନ ଉଠିଥିବାବେଳେ ୟୁ ଟର୍ଣ୍ଣ କରି ଗଞ୍ଜାମ ଜିଲ୍ଲାପାଳ ପୁଣି ଏକ ଟ୍ୱିଟ୍‌ କରିଥିଲେ।
https://twitter.com/Ganjam_Admin/status/1394202241125425153?s=20

ସୋନୁ ସୁଦଙ୍କ ଉଦ୍ଦେଶ୍ୟରେ ଲେଖିଥିଲେ ଯେ, ତାଙ୍କୁ ସମାଲୋଚନା କରିବା ଉଦ୍ଦେଶ୍ୟ ନଥିଲା। ଏଥି ସହିତ ସୋନୁଙ୍କୁ ପ୍ରସଂଶା ମଧ୍ୟ କରିଥିଲେ । ତେବେ ପ୍ରଥମେ ସୋନୁଙ୍କ ଦାବିକୁ ଅଗ୍ରାହ୍ୟ କରିବା ଏବଂ ପରେ କାହିଁକି ଆଭିମୁଖ୍ୟରେ ପରିବର୍ତ୍ତନ କଲେ ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story