ଭାଇ-ଭଉଣୀ ଗିରଫ; ବେଆଇନ କାର୍ଯ୍ୟରେ ଲିପ୍ତ ଥିଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗଞ୍ଜେଇ ଚାଲାଣ ଅଭିଯୋଗରେ ଖଣ୍ଡଗିରି ପୁଲିସ୍‌ ଜଣେ ଯୁବକ ଓ ଜଣେ ଯୁବତୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ସମ୍ପର୍କରେ ଭାଇ-ଭଉଣୀ। ସୂଚନା ଅନୁଯାୟୀ, ଫୁଲବାଣୀରୁ ୫୨ କେଜି ଗଞ୍ଜେଇ ଏକ ଗାଡ଼ିରେ ଆଣି ଭୁବନେଶ୍ୱରରେ ହ୍ୟାଣ୍ଡଓଭର କରିବାକୁ ଯୋଜନା କରୁଥିବାବେଳେ ଭାଇଭଉଣୀ ଗ୍ୟାଙ୍ଗକୁ ପୁଲିସ୍‌ ଧରିଥିଲା। ଦୀର୍ଘ ଦିନ ଧରି ଏମାନେ ଏଭଳି ଚୋରା ଗଞ୍ଜେଇ କାରବାର କରି ଆସୁଥିଲେ। ପୁଲିସ୍‌ ଗଞ୍ଜେଇ ସହ ଗାଡ଼ିକୁ ମଧ୍ୟ ଜବତ କରିଛି। […]

bbsr

bbsr

Jyoshna Pradhan
  • Published: Sunday, 02 February 2020
  • Updated: 02 February 2020, 07:56 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗଞ୍ଜେଇ ଚାଲାଣ ଅଭିଯୋଗରେ ଖଣ୍ଡଗିରି ପୁଲିସ୍‌ ଜଣେ ଯୁବକ ଓ ଜଣେ ଯୁବତୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ସମ୍ପର୍କରେ ଭାଇ-ଭଉଣୀ।

ସୂଚନା ଅନୁଯାୟୀ, ଫୁଲବାଣୀରୁ ୫୨ କେଜି ଗଞ୍ଜେଇ ଏକ ଗାଡ଼ିରେ ଆଣି ଭୁବନେଶ୍ୱରରେ ହ୍ୟାଣ୍ଡଓଭର କରିବାକୁ ଯୋଜନା କରୁଥିବାବେଳେ ଭାଇଭଉଣୀ ଗ୍ୟାଙ୍ଗକୁ ପୁଲିସ୍‌ ଧରିଥିଲା।

ଦୀର୍ଘ ଦିନ ଧରି ଏମାନେ ଏଭଳି ଚୋରା ଗଞ୍ଜେଇ କାରବାର କରି ଆସୁଥିଲେ। ପୁଲିସ୍‌ ଗଞ୍ଜେଇ ସହ ଗାଡ଼ିକୁ ମଧ୍ୟ ଜବତ କରିଛି। ତେବେ ଜବତ ହୋଇଥିବା ଗାଡ଼ିଟି ଚୋରା ଗାଡ଼ି ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story