ଅଦ୍ୟତନ ହୋଇଛି
paradip
Advertisment
ପାରାଦୀପ(ରମାକାନ୍ତ ନାୟକ): ସିଙ୍ଗାପୁରରୁ ଆସି ପାରାଦୀପ ବନ୍ଦରରେ ଆଜି ଲାଗିଥିବା ଏକ ଜାହାଜରେ ଦୁଇ ଜଣ ‘କରୋନା’ ସନ୍ଦିଗ୍ଧ ଚିହ୍ନଟ ହୋଇଛନ୍ତି। ସେମାନେ ସ୍ୱାମୀ ଓ ସ୍ତ୍ରୀ ବୋଲି ଜଣାପଡ଼ିଛି। ସେମାନଙ୍କଠାରେ କରୋନା ଭାଇରସ୍ର କିଛିଟା ଲକ୍ଷଣ ଦେଖାଦେଇଛି। ଏନେଇ ସୂଚନା ପାଇବା ପରେ ବନ୍ଦର ଚିକିତ୍ସାଳୟର ଡାକ୍ତରୀ ଟିମ୍ ଜାହାଜରେ ପହଞ୍ଚି ପରୀକ୍ଷା ନିରୀକ୍ଷା କରୁଛନ୍ତି। ବନ୍ଦର ଅଧ୍ୟକ୍ଷ ମଧ୍ୟ ସେଠାରେ ଉପସ୍ଥିତ ରହିଛନ୍ତି।
Advertisment
ବନ୍ଦର କର୍ତ୍ତୃପକ୍ଷ ଉଭୟଙ୍କୁ କଟକ ପଠାଇବାର ବ୍ୟବସ୍ଥା କରୁଥିବାର ଖବର ମିଳିଛି। ଉଭୟ ସ୍ୱାମୀ-ସ୍ତ୍ରୀ ଭାରତୀୟ। ସେମାନେ ଏହି ଜାହାଜର କର୍ମଚାରୀ ବୋଲି ଜଣାପଡ଼ିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/03/paradip-123.jpg)