Advertisment

ପିଟିଦେଲା ଗାଡ଼ି, ଚାଲିଗଲା ଦୁଇ ଜୀବନ

ନୂଆପଡ଼ା (ମୟାଧର ସରାଫ୍): ନୂଆପଡ଼ା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ଜଲମକଟା ଗାଁ ନିକଟରେ ଗାଡ଼ି ଧକ୍କାରେ ଦୁଇ ଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ବୁଦ୍ଧି କୋମନା ଗାଁର ବିବେକାନନ୍ଦ ବାଗ୍‌ ଏବଂ ରିଟନ ହଂସ। ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ବିବେକାନନ୍ଦ ଓ ରିଟନଙ୍କ ଶରୀରରେ ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିବାରୁ ପରିବାର ଲୋକେ ଏହା ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି।

author-image
Rakesh Mallick
ଅଦ୍ୟତନ ହୋଇଛି
ପିଟିଦେଲା ଗାଡ଼ି, ଚାଲିଗଲା ଦୁଇ ଜୀବନ

accident

ନୂଆପଡ଼ା (ମୟାଧର ସରାଫ୍): ନୂଆପଡ଼ା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ଜଲମକଟା ଗାଁ ନିକଟରେ ଗାଡ଼ି ଧକ୍କାରେ ଦୁଇ ଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ବୁଦ୍ଧି କୋମନା ଗାଁର ବିବେକାନନ୍ଦ ବାଗ୍‌ ଏବଂ ରିଟନ ହଂସ।

Advertisment

ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ବିବେକାନନ୍ଦ ଓ ରିଟନଙ୍କ ଶରୀରରେ ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିବାରୁ ପରିବାର ଲୋକେ ଏହା ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି।