Advertisment

କୋଭିଡ୍ ହସ୍‌ପିଟାଲ୍‌ ନର୍ସଙ୍କୁ ଅଶାଳୀନ ବ୍ୟବହାର ଅଭିଯୋଗରେ ୨ ଅଟକ

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା କୋଭିଡ ହସ୍ପିଟାଲରେ କାର୍ଯ୍ୟରତ ଜଣେ ନର୍ସଙ୍କୁ ଅଶାଳୀନ ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୁଲିସ୍‌ ହ଼ସ୍ପିଟାଲର ମ୍ୟାନେଜରଙ୍କ ସହ ଜଣେ ଫାର୍ମସିଷ୍ଟଙ୍କୁ ଅଟକ ରଖିଛି। ଏହି ଦୁଇ ଜଣ ମୋବାଇଲରେ ଅଶାଳୀନ ମେସେଜ ପଠାଉଥିବା ନେଇ ନର୍ସ ଜଣଙ୍କ ଗତକାଲି ବାଲେଶ୍ୱର ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହାପରେ ପୁଲିସ୍‌ ସେମାନଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି। ଅନ୍ୟପକ୍ଷରେ ଛୁଟି ନଦେବାରୁ ସଂପୃକ୍ତ ନର୍ସ ମିଛ […]

ଅଦ୍ୟତନ ହୋଇଛି
କୋଭିଡ୍ ହସ୍‌ପିଟାଲ୍‌ ନର୍ସଙ୍କୁ ଅଶାଳୀନ ବ୍ୟବହାର ଅଭିଯୋଗରେ ୨ ଅଟକ

bls

Advertisment

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା କୋଭିଡ ହସ୍ପିଟାଲରେ କାର୍ଯ୍ୟରତ ଜଣେ ନର୍ସଙ୍କୁ ଅଶାଳୀନ ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୁଲିସ୍‌ ହ଼ସ୍ପିଟାଲର ମ୍ୟାନେଜରଙ୍କ ସହ ଜଣେ ଫାର୍ମସିଷ୍ଟଙ୍କୁ ଅଟକ ରଖିଛି।

Advertisment

ଏହି ଦୁଇ ଜଣ ମୋବାଇଲରେ ଅଶାଳୀନ ମେସେଜ ପଠାଉଥିବା ନେଇ ନର୍ସ ଜଣଙ୍କ ଗତକାଲି ବାଲେଶ୍ୱର ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହାପରେ ପୁଲିସ୍‌ ସେମାନଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି।

ଅନ୍ୟପକ୍ଷରେ ଛୁଟି ନଦେବାରୁ ସଂପୃକ୍ତ ନର୍ସ ମିଛ ଅଭିଯୋଗ କରିଥିବା କୋଭିଡ୍ ହସ୍ପିଟାଲ ମ୍ୟାନେଜର ପାଲଟା ଅଭିଯୋଗ କରିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe