ଉଦଳା: ଦେଓନଦୀରେ ବନ୍ୟା

<p>ଉଦଳା: ଲଘୁଚାପ ବର୍ଷା ଯୋଗୁଁ ମୟୁରଭଞ୍ଜ ଜିଲ୍ଲା ଉଦଳାର ଦେଓନଦୀ ଉପରେ ଥିବା ଅଦାପାଳ ଅସ୍ଥାୟୀ ପୋଲ ଉପରେ ପ୍ରବଳ ଜଳସ୍ରୋତ ପ୍ରବାହିତ ହେଉଛି। ପୋଲ ଉପରେ&nbsp; ପ୍ରାୟ ୨ ଫୁଟ୍&nbsp; ଉଚ୍ଚର ପାଣି ଚାଲିଥିବାରୁ ଯାତାୟତରେ ବାଧାପ୍ରାପ୍ତ ହୋଇଛି।&nbsp; ଦୁଇ ଦିନ ଧରି ଲଗାଣ ବର୍ଷା ସହ ଉପରମୁଣ୍ଡରେ ବର୍ଷା ଯୋଗୁ ଦେଉନଗରଠାରେ ଜଳ ସ୍ରୋତ ବୃଦ୍ଧି ପାଇଛି।&nbsp; ପୋଲ ଉପରେ ପାଣି ଯୋଗୁ ଉଦଳା-ବାରିପଦା ଯୋଗାଯୋଗ ବିଚ୍ଛିନ୍ନ ରହିଛି। ଆହୁରି ବର୍ଷା ହେବାର ସମ୍ଭାବନା ଥିବାରୁ ଜଳସ୍ରୋତ ଅଧିକ ବୃଦ୍ଧି ପାଇବା ନେଇ ଆଶଙ୍କା କରାଯାଉଛି।</p> <p>;</p>

Ordigital Desk
  • Published: Friday, 20 October 2017
  • Updated: 20 October 2017, 09:16 AM IST

Sports

Latest News

<p>ଉଦଳା: ଲଘୁଚାପ ବର୍ଷା ଯୋଗୁଁ ମୟୁରଭଞ୍ଜ ଜିଲ୍ଲା ଉଦଳାର ଦେଓନଦୀ ଉପରେ ଥିବା ଅଦାପାଳ ଅସ୍ଥାୟୀ ପୋଲ ଉପରେ ପ୍ରବଳ ଜଳସ୍ରୋତ ପ୍ରବାହିତ ହେଉଛି। ପୋଲ ଉପରେ&nbsp; ପ୍ରାୟ ୨ ଫୁଟ୍&nbsp; ଉଚ୍ଚର ପାଣି ଚାଲିଥିବାରୁ ଯାତାୟତରେ ବାଧାପ୍ରାପ୍ତ ହୋଇଛି।&nbsp; ଦୁଇ ଦିନ ଧରି ଲଗାଣ ବର୍ଷା ସହ ଉପରମୁଣ୍ଡରେ ବର୍ଷା ଯୋଗୁ ଦେଉନଗରଠାରେ ଜଳ ସ୍ରୋତ ବୃଦ୍ଧି ପାଇଛି।&nbsp; ପୋଲ ଉପରେ ପାଣି ଯୋଗୁ ଉଦଳା-ବାରିପଦା ଯୋଗାଯୋଗ ବିଚ୍ଛିନ୍ନ ରହିଛି। ଆହୁରି ବର୍ଷା ହେବାର ସମ୍ଭାବନା ଥିବାରୁ ଜଳସ୍ରୋତ ଅଧିକ ବୃଦ୍ଧି ପାଇବା ନେଇ ଆଶଙ୍କା କରାଯାଉଛି।</p><p>;</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos